ରାଜନୀତି

ଏ ମାସରେ ଖୋଲନ୍ତୁ ରତ୍ନଭଣ୍ଡାର : ସମୀର – Ibnodisha

[ad_1]

ବ୍ୟୁରୋ : ଏଇ ମାସରେ ରତ୍ନ ଭଣ୍ଡାର ଖୋଲିବାକୁ ଦାବି କଲେ ସମୀର ମହାନ୍ତି | ଆର ବର୍ଷକୁ ଅପେକ୍ଷା ନକରି ଚଳିତ ମାସ ଖୋଲିବାକୁ ଦାବି କଲେ | ମାମଲା ପରେ ଆର ବର୍ଷ ଖୋଲିବାକୁ ପରିଚାଳନା କମିଟି କହିଛି | ଲୋକଙ୍କ ଭିତରେ ଅବିଶ୍ୱାସ ର ବାତାବରଣ ସୃଷ୍ଟି ହୋଇଛି | ରତ୍ନଭଣ୍ଡାର ଲୂଟ ହୋଇଛି ବୋଲି ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି | ସରକାର ଆର ବର୍ଷ ରଥଯାତ୍ରାକୁ ଅପେକ୍ଷା ନକରି ଚଳିତ ମାସ ଖୋଲନ୍ତୁ ବୋଲି କହିଛନ୍ତି |

ଇନଫୋସିସ୍ ବିପିଏମ ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button