ପିମ୍ପୁଡ଼ି ଘରକୁ ଆସିବାର ସାଙ୍ଘାତିକ ଅର୍ଥ, ଜାଣନ୍ତୁ ଶୁଭ ନା ଅଶୁଭ ! ଜଲଦି ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ନୂତନ ଜ୍ଞାନବର୍ଦ୍ଧକ ବିଷୟ । ଯାହାଦ୍ଵାରା ଆପଣ ଜାଣି ପାରିବେ ଘରକୁ ପିମ୍ପୁଡି ମାନେ ହଟାତ ଆସିବାର କାରଣ କ’ଣ ହୋଇଥାଏ । ବନ୍ଧୁଗଣ ସାଧାରଣତଃ ଘରେ ପିମ୍ପୁଡି ବାହାରିଥିଲେ ଲୋକ ମାନେ ଏହାକୁ ଏତେ ଧ୍ୟାନ ଦେଇ ନଥାନ୍ତି, କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହାର ଭିନ୍ନ ଭିନ୍ନ ଅର୍ଥ ହୋଇପାରେ । କାରଣ ପିମ୍ପୁଡି ମାନେ ଭଲ ସମୟ କିମ୍ବା ଖରାପ ସମୟ ଆସିବା ପୂର୍ବରୁ ଆମ ମାନଙ୍କ ସମୁଖରେ ଆସି ଆମ ମାନଙ୍କୁ ସଂକେତ ଦେଇଥାନ୍ତି ।
ବନ୍ଧୁଗଣ ଆପଣ ମାନେ ଜାଣନ୍ତି କି ଏହି ପିମ୍ପୁଡି ହିଁ ଘରେ ମାତା ଲକ୍ଷ୍ମୀ ଙ୍କର ଆଗମନ ର ମଧ୍ୟ ସଂକେତ ଦେଇଥାନ୍ତି । ତାହାସହ ଭିନ୍ନ ଭିନ୍ନ ରଙ୍ଗ ର ପିମ୍ପୁଡି ଭିନ୍ନ ଭିନ୍ନ ସଂକେତ ମାନ ଦେଇ ଥାନ୍ତି । ବନ୍ଧୁଗଣ ଯଦି ଘରେ ହଟାତ କୌଣସି ସ୍ଥାନରୁ ନାଲି ପିମ୍ପୁଡି ବାହାରୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରେ ଖୁବ ଶୀଘ୍ର କିଛି ବିପଦ ଆସୁଅଛି ।
ତାହାସହ ଆପଣ କୌଣସି କରଜ ରେ ମଧ୍ୟ ବାନ୍ଧି ହୋଇ ପାରନ୍ତି । ବନ୍ଧୁଗଣ ପିମ୍ପୁଡି ମାନେ ଅଶୁଭ ହୋଇ ନଥା’ନ୍ତି । ମାତ୍ର ସେମାନେ ସମୟ ପୂର୍ବରୁ ସୂଚନା ଦେଇ ଆମକୁ ଭବିଷ୍ୟତ ବିଷୟରେ ଅବଗତ କରାଇ ଦେଇଥାନ୍ତି । ତେଣୁ ଯଦି ଆପଣ ନିଜ ଘରେ ନାଲି ପିମ୍ପୁଡି ହେବାର ଦେଖୁଛନ୍ତି, ତେବେ ଏମାନଙ୍କୁ ନ ମାରି ଅନ୍ୟ କୌଣସି ଉପାୟ ରେ ଘରୁ ବାହାର କରି ଦିଅନ୍ତୁ ।
ବନ୍ଧୁଗଣ ଆପଣ ଚାହିଁଲେ ପିମ୍ପୁଡି ବାହାରୁ ଥିବା ସ୍ଥାନରେ ଆପଣ ଏକ ଲେମ୍ବୁ କୁ କାଟି ରଖିଦେଲେ ବା କିଛି ତେଜ ପତ୍ର କୁ ଛିଣ୍ଡାଇ ରଖିବା ଦ୍ଵାରା ପିମ୍ପୁଡି ବାହାରିବା କମ ହୋଇ ଯାଇଥାଏ । ତାହାଛଡା ଯଦି ଆପଣ ଙ୍କ ଗହରେ ଆପଣ କଳା ପିମ୍ପୁଡି ହଟାତ କେଉଁ ଠାରୁ ଆସିଥାଏ ବା କଳା ପିମ୍ପୁଡି ସୃଷ୍ଟି ହୋଇଥାଏ । ତେବେ ବନ୍ଧୁଗଣ ଏହା ଅତ୍ୟନ୍ତ ହିଁ ଶୁଭ ସଂକେତ ହୋଇଥାଏ ।
କାରଣ ମାତା ଲକ୍ଷ୍ମୀ ଙ୍କର ଯେଉଁ ଠାରେ ବାସ ଥାଏ, କିମ୍ବା ମାତା ଲକ୍ଷ୍ମୀ ଯେଉଁ ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ଥା’ନ୍ତି, ସାଧାରଣତଃ ସେହି ସ୍ଥାନ ମାନଙ୍କରେ ହିଁ କଳା ପିମ୍ପୁଡି ମାନେ ଦେଖା ଯାଇଥା’ନ୍ତି । ତେବେ ବନ୍ଧୁଗଣ ଆପଣ ଯଦି ନିଜ ଘରେ କଳା ପିମ୍ପୁଡି ହେବାର ଦେଖନ୍ତି, ତେବେ ଏମାନଙ୍କୁ ମାରନ୍ତୁ ନାହିଁ । ବର॰ ଆପଣ ଯଦି ଏମାନଙ୍କୁ ଅଟା ରେ ଗୁଡ କିମ୍ବା ଚିନି ଗୋଳାଇ ଖାଇବାକୁ ଦେଇଥା’ନ୍ତି, ତେବେ ଆପଣ ସମସ୍ତ ଗ୍ରହ ମାନଙ୍କର ପ୍ରଭାବ ରୁ ମୁକ୍ତ ହୋଇ ପାରିବେ । ତାହା ଛଡା ଆପଣ ଙ୍କର ସବୁ ଅଟକି ରହିଥିବା କାମ ଗୁଡିକ ହୋଇଯିବ ।