ରାଜନୀତି
ରାହୁଲଙ୍କ ବିବାଦୀୟ ବୟାନ ବାଦ – Ibnodisha

[ad_1]
ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ବିବାଦୀୟ ଶବ୍ଦ ପ୍ରୟୋଗ ସଂସଦୀୟ ରେକର୍ଡ ରୁ ବାଦ | ସଂସଦୀୟ ରେକର୍ଡରୁ ବାଦ ଦେବାକୁ ବାଚସ୍ପତି ଓମ ବିର୍ଲା ଙ୍କ ନିର୍ଦେଶ | ଅନାସ୍ଥା ପ୍ରସ୍ତାବ ବିତର୍କ ବେଳେ ଏପରି କିଛି ଶବ୍ଦ ପ୍ରୟୋଗ କରିଥିଲେ ମଣିପୁର ରେ ‘ଭାରତ ମାତା କୁ ହତ୍ୟା’ କରାଯାଇଛି ବୋଲି କହିଥିଲେ | ଅପମାନଜନକ ଭାଷା ଦର୍ଶାଇ ସଂସଦୀୟ ରେକର୍ଡରୁ ବାଦ ଦେଲେ ବାଚସ୍ପତି |
ସୁନ୍ଦରଗଡ଼ ଅଞ୍ଚଳରେ ହାତୀ ଆତଙ୍କ : ୭ଟି ଘର ଭାଙ୍ଗି ଫସଲ ନଷ୍ଟ କଲେ ଦନ୍ତା
[ad_2]