ରାଜନୀତି

‘ବିଜେଡି ପାଣ୍ଠି ପାଇଁ ବିକ୍ରି ହୋଇଛି ସରକାରୀ ଚାକିରି’

ବିଜେଡି ପାଣ୍ଠି ଯୋଗାଡ଼ ପାଇଁ ବିକ୍ରି ହୋଇଛି ସରକାରୀ ଚାକିରି । ଏମିତି କିଛି ସଂଗୀନ ଅଭିଯ଼ୋଗ କରି OSSSC କାର୍ଯ଼୍ୟାଳୟ ସମ୍ମୁଖରେ ଚାକିରିରୁ ବଂଚିତ ହୋଇଥିବା ଛାତ୍ରଛାତ୍ରୀ ବିକ୍ଷୋଭ ପଦର୍ଶନ କରିଛନ୍ତି। OSSSC ଦ୍ବାରା ପରିଚାଳିତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ ଷ୍ଟକ ଇନସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ।

Related Articles

Leave a Reply

Your email address will not be published. Required fields are marked *

Back to top button