IBN ଓଡ଼ିଶା ବ୍ୟୁରୋ

ହିରା ଠାରୁ ଦାମୀ ଏହି ଗଛ ଚମତ୍କାରୀ ଏବଂ ଜଙ୍ଗଲି ଜଡିବୁଟି – ଛୋଟ ଧତୁରା କେଉଁଠି ମିଳିଯିବ ତ ଛାଡନ୍ତୁ ନାହିଁ

ନମସ୍କାର ବନ୍ଧୁଗଣ ଯଦି ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରିବ ନାହିଁ ତେ ନିଜର ବେ-ମା-ର ପାଇଁ ସମୟ ବାହାର କରିବା ଆରମ୍ଭ କରିଦିଅ । ତେବେ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ ।କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଉପଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ । ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ ସେ ହେଉଛି ଧତୁରା । ଧତୁରା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ । ତେବେ ଚାଲନ୍ତୁ ଜାଣିନେବା ଧତୁରା ଦ୍ବାରା ଆମେ କିପରି ନିଜର ରୋଗ ରୁ ମୁ-କ୍ତି ପାଇ ପାରିବା ଏବଂ ନିଜର ସ୍ୱାସ୍ଥ୍ୟ ର ଯତ୍ନ ମଧ୍ୟ ନେଇ ପାରିବା ।ତେବେ ଆପଣ ମାନେ ତ ନିଶ୍ଚିତ ଏହି ଜଙ୍ଗଲୀ ବୃକ୍ଷ ଧତୁରା ବିଷୟ ରେ ଜାଣିଥିବେ ତେବେ ଏହି ଧତୁରା ପତ୍ର କୁ ନେବେ ଏବଂ ଖରାରେ ଶୁଖେଇ ଦେବେ ଏହା ପରେ ତାର ମଞ୍ଜି କୁ ମଧ୍ୟ ନେବେ ତାକୁ ମଧ୍ୟ ଶୁଖେଇ ଦେବେ ।
ଏହା ପରେ ଏହି ଦୁଇଟି ଜିନିଷ କୁ ହେମ ଦସ୍ତା ରେ କୁଟି ଦେବେ । ଏହା ପରେ ଏହାକୁ ନେଇ କୋଇଲା ଆଞ୍ଚ ରେ ଦେଖେଇ ଏହାର ପାଉଁଶ ବନେଇ ଦେବେ ତାପରେ ସକାଳୁ ଉଠି ଉଷୁମ ପାଣି ସହ ଅଧା ଗ୍ରାମ ର ଏହି ପାଉଁଶ କୁ ମହୁ ସହ ମଧ୍ୟ ସେବନ କରି ପାରିବେ । ଏହା ଦ୍ୱାରା ଆପଣ ଙ୍କ ର ଥିବା ଭୟଙ୍କର ରୁ ଭୟଙ୍କର ଆସ୍ଥାମା ସମସ୍ୟା ଦୂର ହୋଇଯିବ ଏବଂ ଆପଣ ବହୁତ ଶୀଘ୍ର ଭଲ ମଧ୍ୟ ହୋଇଯିବେ ।ଏହା ଛଡା ଯଦି ଆପଣଙ୍କ କାନରେ କୌଣସି ସମସ୍ୟା ଦେଖା ଦେଉଛି ତେବେ ଆପଣ ପ୍ରଥମେ ଏହି ଧତୁରା ବୃକ୍ଷ ର ପତ୍ରକୁ ହେମ ଦସ୍ତା ରେ ବା-ଟି ଦେବେ । ତେବେ ଯଦି ଆପଣ ୧୦୦ ଗ୍ରାମ ର ଧତୁରା ପତ୍ରର ଚ-ଟ-ଣି କରନ୍ତି ତେବେ ଆପଣ ୨୦ ଗ୍ରାମର ରସୁଣ ର ଚଟଣି ବନେଇ ଦେବେ ।
ଏହା ପରେ ପାଞ୍ଚ ମିଲି କିମ୍ବା ନିଜ ହିସାବରେ ସୋରିଷ ତେଲ ପକାନ୍ତୁ ଏହା ସହ ପାଞ୍ଚ ରୁ ଛଅ ଟି ନିମ ପତ୍ରର ରସ କୁ ମିଶେଇ ଦେବେ ଏବଂ ଏହି ମିଶ୍ରଣ କୁ ନିଜ କାନରେ ପକାଇବା ଏବଂ ଅଳ୍ପ ସେବନ କରିବା ଦ୍ୱାରା ଆପଣ ଙ୍କ କାନ ଜଡିତ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ ।ତେଣୁ ଏହି ଜଙ୍ଗଲୀ ଏବଂ ଛୋଟ ଦେଖାଯାଉଥିବା ଫଳ ଏବଂ ବୃକ୍ଷ ର ବହୁତ ଫାଇଦା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button