IBN ଓଡ଼ିଶା ବ୍ୟୁରୋ

ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

ମାଜ ଡିଜିଟାଲ ଡେସ୍କ: ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି। ଚମ୍ପୁଆ ବିଧାନସଭା ନିର୍ବାଚନୀ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ସ୍ୱାଧୀନ ପ୍ରାର୍ଥୀ ଗୁରୁବନ୍ତ ସିଂ ଅଲୁୱାଲିୟା କରିଥିବା ମାମଲା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଆବେଦନ ଦାୟର ହୋଇନଥିବାରୁ ମାମଲାକୁ କୋର୍ଟ ଖାରଜ କରି ଦେଇଛନ୍ତି।ମାମଲା ଖାରଜ ହେବା ପରେ ସନାତନ ମହାକୁଡଙ୍କୁ ଆଶ୍ୱସ୍ତି ମିଳିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button