ରାଜ୍ୟ

ଶିଶୁଭବନ ଓଭର ବ୍ରିଜ ଉପରେ ଦୁର୍ଘଟଣା: ୪ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି – Ibnodisha

[ad_1]

ଭୁବନେଶ୍ବର: ସ୍ଥାନୀୟ ଶିଶୁଭବନ ଓଭର ବ୍ରିଜ ଉପରେ ଆଜି ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍‌ ନିୟନ୍ତ୍ରଣ ହରାଇ ଡ଼ିଭାଇଡରକୁ ପିଟିଛି। ଫଳରେ ୪ ଜଣ ଲୋକ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ଶିଶୁଭବନରୁ ମାଉସୀ ମା ମନ୍ଦିର ଆଡ଼କୁ ଯାଇଥିବା ରାସ୍ତା ଜାମ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button