ରାଜ୍ୟ

ଇରାନ କୋଇଲା ଖଣିରେ ବିସ୍ଫୋରଣ, ୬ ମୃତ – Ibnodisha

[ad_1]

bomb

ନୂଆଦିଲ୍ଲୀ: ଇରାନର ଦାମଘାନ୍ ସହରରେ ରବିବାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି ୬ ଜଣ ପ୍ରାଣ ହରାଇଛନ୍ତି । ଶ୍ରମିକମାନେ ଭୂପୃଷ୍ଠରୁ ୪୦୦ ମିଟର ତଳେ କାର୍ଯ୍ୟ କରୁଥିବାବେଳେ ଦୁର୍ଘଟଣା ଘଟିଛି । ବିସ୍ଫୋରଣର କାରଣ ଜଣାପଡିନଥିବାବେଳେ ସୋମବାର ଖଣି ମଧ୍ୟରୁ ୬ଟି ମୃତଦେହ ଉଦ୍ଧାର କରାଯାଇଛି । ୨୦୧୭ରେ ଇରାନର ସାହର୍ ସହରରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟି ୪୩ ଶ୍ରମିକ ପ୍ରାଣ ହରାଇଥିଲେ ।

The post ଇରାନ କୋଇଲା ଖଣିରେ ବିସ୍ଫୋରଣ, ୬ ମୃତ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button