ଦେଶ
ତିନି ମହଲା କୋଠା ଭୁଶୁଡ଼ି ୩ ମୃତ – Ibnodisha

[ad_1]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରାବାଙ୍କି ଜିଲ୍ଲା ଅନ୍ତର୍ଗତ ଫତେପୁର ସହରରେ ସୋମବାର ଏକ ତିନି ମହଲା ବିଶିଷ୍ଠ କୋଠାଘର ଭୁଶୁଡି ପଡିବାରୁ ୩ ଜଣଙ୍କର ପ୍ରାଣହାନି ଘଟିଛି । ଆହତ ୧୦ ଜଣଙ୍କୁ ଲକ୍ଷ୍ନୌସ୍ଥିତ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମୟରେ ଉକ୍ତ କୋଠାରେ ୧୬ ଜଣ ଉପସ୍ଥିତ ଥିବା କୁହାଯାଇଛି । ଅନ୍ୟ ତିନିଜଣ ଧ୍ୱଂସସ୍ତୂପ ତଳେ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣାରେ ନିକଟରେ ଥିବା ଅନ୍ୟ କୋଠାଘରଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
[ad_2]