IBN ଓଡ଼ିଶା ବ୍ୟୁରୋ

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେଲେ ଅତିଶି, ତଥାପି ଖାଲି ପଡିଲା କେଜ୍ରିୱାଲଙ୍କ ଚେୟାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପ୍ରଥମ ଥର ପାଇଁ ସେ ଦିଲ୍ଲୀ ସଚିବାଳୟରେ ପହଞ୍ଚିଥିଲେ ମଧ୍ୟ ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଚେୟାରରେ ବସି ନଥିଲେ। ବରଂ ତାଙ୍କର ଚେୟାର ପାଖରେ ଆଉ ଗୋଟିଏ ଚେୟାର ପକାଇ ବସିଥିବା ଦେଖିବାକୁ ମିଳିଛି।ତେବେ ଅତିଶିଙ୍କ ଚେୟାର ଧଳା ରଙ୍ଗର ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଚେୟାରର ରଙ୍ଗ ଲାଲ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button