ରାଜ୍ୟ

ରାମ୍ପିଲ ଏକ ଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ଚାଉଳ ହଡପ – Ibnodisha

[ad_1]

ଯାଜପୁର: ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ଓଲଳ ପଞ୍ଚାୟତ ରାମ୍ଫିଲୋ ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ସରକାର ଙ୍କ ତରଫ ପିଲାଙ୍କ ପାଇଁ ଖାଦ୍ୟ ଦେବାପାଇଁ ଚାଉଳ ଆସୁଛି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରାମ୍ଫିଲୋ କୁ ତାକୁ ଚୋରି କରି ହରିଲୁଟ କଲେ ପିଅନ। ସୂଚନା ମୁତାବକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଥିବା ରାମ୍ଫିଲୋ ଗ୍ରାମର ପିଅନ ଲମ୍ବୋଦର ଜେନା ପିଲାମାନଙ୍କ ପାଇଁ ଆସିଥିବା ଚାଉଳ ଖାଦ୍ୟ ରନ୍ଧା ହେବା ପାଇଁ ଖାଦ୍ୟା ରନ୍ଧା ବଦଳରେ ଚୋରି କରି ହରିଲୁଟ ଆବାସିକ ବିଦ୍ୟାଳୟ ର ପ୍ରିନ୍ସିପାଲ ନିରବ।

ଯଦି ଆଦିବାସୀ ହରିଜନ ପିଲା ମାନଙ୍କ ପାଇଁ ମାଗଣାରେ କେନ୍ଦ୍ର ସରକାର ଙ୍କ ତରଫରୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।ଚାଉଳ ଚୋରି କରି ନେଉଛନ୍ତି ପିଅନ ଗ୍ରାଉଣ୍ଡ ଜିରୋ ଏକଲବ୍ୟ ର ଦୃଶ୍ୟ ସେଠି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଅଧ୍ୟକ୍ଷ କାହିଁକି ଚୁପ୍ ବସିଛନ୍ତି କାହା ଚାପରେ ଅଧିକାରୀ ନିରବ କେବ ପଦକ୍ଷେପ ନେବେ ନା ପିଅନ ଲମ୍ବୋଦର ଜେନା ଙ୍କ ସହିତ ଜଡିତ ଅଛନ୍ତି ସେଥିପାଇଁ ନିରବ ବସିଛନ୍ତି।କିନ୍ତୁ ପିଲାଙ୍କୁ ଖାଦ୍ୟ ଦେବେ ବଦଳରେ ରାମ୍ଫିଲୋ ଗ୍ରାମ ପିଅନ ଲମ୍ବୋଦର ଜେନା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ଖାଦ୍ୟା ରନ୍ଧା ପାଇଁ ଚାଉଳ କୁ ମଟର ସାଇକେଲ ଧରି ଲୁଟ୍ କିପରି ଦିନ ଦିପହରେ ସେଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ପ୍ରିନ୍ସିପାଲ କଣ କରୁଛନ୍ତି।

ସେ ପିଲାଙ୍କ ଦାନା ମାରି ଚାଉଳକୁ କିପରି ମଟର ସାଇକେଲ ଗଡ଼ାଇ ଲୁଟୁ କରୁଛନ୍ତି ଏହି ପିଅନ ଲମ୍ବୋଦର ଜେନା ଦେଖନ୍ତୁ ତାର ଦୃଶ୍ୟ। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ କିଛି ବୁଦ୍ଧି ଜୀବି ମାନେ ଦାବି କରିଛନ୍ତି ଏଭଳି ପିଅନ ପିଲାଙ୍କ ଦାନ ମାରି ଚାଉଳ କୁ ଚୋରି କରି ନେଉଥିବା ତାଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ସାଧାରଣ ରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ନଚତେ ଏହି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଚାଉଳ ଚୋରି ଘଟଣାରେ ପିଅନ ଙ୍କୁ ଗିରଫ କରିଯାଉ କଲେଜରୁ ବାହାର କରାଯାଉ ନଚତେ ଆଗମୀ ଦିନରେ ଆଦିବାସୀ ହରିଜନ ପିଲା ମାନଙ୍କ ଅବିଭାବକ ମାନ ବାଧ୍ୟ ହୋଇ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button