ରାଜ୍ୟ
ନାବାଳିକାର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ଡିଜିପି ଙ୍କୁ ଭେଟିଲେ ବିଜେପି ଟିମ – Ibnodisha

[ad_1]
ବ୍ୟୁରୋ : ମାହାଙ୍ଗା ଥାନା ଅଞ୍ଚଳରେ ନାବାଳିକାର ସନ୍ଦେହ ଜନକ ମୃତ୍ୟୁ ଘଟଣା | ଲେଖାଶ୍ରୀ ସାମନ୍ତସିଂହାର ଙ୍କ ନେତୃତ୍ଵରେ ଡିଜିପି ଙ୍କୁ ଭେଟିଲେ ବିଜେପି ଟିମ | ପୋଲିସ ମୃତଦେହ ବ୍ୟବଛେଦ ନକରି ଘଟଣାକୁ ଚାପିଦେବ ଅଭିଯୋଗ | ବିଜେଡି ନେତାଙ୍କ ସମ୍ପୃକ୍ତିର ଭିଡିଓ ଭାଇରଲ ସମ୍ପର୍କରେ ଅବଗତ କଲେ | ବିଧାୟକ ପ୍ରତାପ ଜେନାଙ୍କ ସହଯୋଗୀ ରଫାଦଫା କରୁଥିବା ଅଭିଯୋଗ |
ଲ୍ୟାଣ୍ଡସ୍ଲାଇଡ ଯୋଗୁ ଭୁଶୁଡ଼ିଲା ମନ୍ଦିର, ଭିତରେ ଥିଲେ ୫୦ ଶ୍ରଦ୍ଧାଳୁ
[ad_2]