ରାଜ୍ୟ

ଛିନତାଇ କରୁଥିବା ୪ଜଣଙ୍କୁ କାବୁ କଲା କମିଶନରେଟ ପୁଲିସ

ଭୁବନେଶ୍ବର: କମିଶନରେଟ ପୁଲିସ ପଞ୍ଝରେ ଚେନ ଲୁଟେରା ଗ୍ୟାଙ୍ଗ। କଟକ ଓ ଭୁବନେଶ୍ବରରୁ ଚେନ ଛିନତାଇ କରୁଥିବା ୪ଜଣଙ୍କୁ କାବୁ କଲା ସ୍ପେଶାଲ୍ ସ୍କ୍ବାଡ। ସୁରତରୁ ଆସି ଓଡ଼ିଶାରେ ଲୁଟ କରୁଥିଲେ ଲୁଟେରା। ପଲ୍ସର୍ ବାଇକ୍ ରେ ଆସି ଯୁବତୀ ଓ ମହିଳାଙ୍କୁ ଟାର୍ଗେଟ କରୁଥିଲେ ସେମାନେ।

ଲୁଟ୍ କରୁଥିବା ସୁନା ଚେନକୁ ବିକ୍ରି ନକରି ଲୁଟେରା ଗ୍ୟାଙ୍ଗ ବନ୍ଧା ପକେଇ ଟଙ୍କା ଆଣୁଥିଲେ।ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାଳମାଳ ମାମଲା ରହିଛି।ସେମାନଙ୍କ ନିକଟରୁ ୮ଟି ସୁନା ଚେନ ଜବତ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button