ରାଜ୍ୟ

ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ

ବାଲିପାଟଣା ୨୭।୯: ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ । ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଆମଣାକୁଦ ସରପଞ୍ଚ ମିତାଲି ମିଶ୍ରଙ୍କୁ ବହିଷ୍କାର କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ମିତାଲିଙ୍କର ବି-କ୍ଲାସ୍ ଠିକାଦାର ଲାଇସେନ୍ସ ରହିଛି । ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରିବା ପରେ ମିତାଲିଙ୍କୁ ଡିସ୍ କ୍ଵାଲିଫାଏ କରିଛନ୍ତି ।ବିଜେଡିର ପରାଜୟ ନେଇ ବିସ୍ଫୋରକ ବୟାନ ରଖିଲେ ପୂର୍ବତନ ବିଧାୟକ ମହିଧର ରଣା , କହିଲେ- ବିଜେପି ତୁଳନାରେ ଇସ୍ତାହାର ଆଖି ଦୃଶିଆ ନଥିଲା

Related Articles

Leave a Reply

Your email address will not be published. Required fields are marked *

Back to top button