ରାଜ୍ୟ
ମହଙ୍ଗା ପଡିଲା ଭରତପୁର ଘଟଣାର ମିସ ମ୍ୟାନେଜମେଣ୍ଟ !
ମହଙ୍ଗା ପଡିଲା ଭରତପୁର ଘଟଣାର ମିସ ମ୍ୟାନେଜମେଣ୍ଟ । ସୃଷ୍ଟି ହେଲା ପୁଲିସ ବନାମ ସେନା ଭଳି ମାହୋଲ । ଅଡୁଆରେ ପଡିଲେ ରାଜ୍ୟ ସରକାର। ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା ଭରତପୁର ଥାନା ଘଟଣା । । ଶାନ୍ତିପ୍ରିୟ ଓଡ଼ିଶା ପାଇଁ ଆଣିଲା ଅନେକ ନିନ୍ଦା । କୁହାଯାଉଛି ଯେଇଁଥିପାଇଁ ବଦଳିଲେ ସିପି ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂ…