ରାଜ୍ୟ

ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଦୁଇଜଣଙ୍କ ମୃତ୍ୟୁ

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଗାଧେଇବା ସମୟରେ ବୁଡି ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଦୁଇଜଣଙ୍କ ପରିଚୟ ଏବେ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବିଭାଗ ଦ୍ଵାରା ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button