ଅପରାଧ

ନନ୍ ଗଣଦୁଷ୍କର୍ମ ମାମଲାରେ ସାକ୍ଷ୍ୟ ଗ୍ରହଣ – Ibnodisha

[ad_1]

ଭୁବନେଶ୍ୱର: ବହୁଚର୍ଚ୍ଚିତ କନ୍ଧମାଳ ନନ୍ ଗଣଦୁଷ୍କର୍ମ ମାମଲାରେ ସାକ୍ଷ୍ୟଗ୍ରହଣ ହୋଇଥିବା ସୂଚନା ରହିଛି । କଟକ ଦୌରା ଜଜ୍‌ଙ୍କ କୋର୍ଟରେ ହାଜର ହେଲେ ନନ୍ । ଗଣଦୁଷ୍କର୍ମ ମାମଲାରେ ଫେରାରଙ୍କୁ ରିବାକୁ ସାକ୍ଷ୍ୟ ଦେବେ । ପୂର୍ବରୁ ମାମଲାରେ ୩ ଜଣଙ୍କୁ ସଜା ହୋଇଥିଲା ବେଳେ ୬ ଜଣ ଖଲାସ ହୋଇଥିବା ସୂଚନା ରହିଛି । ୨୦୦୮ ଅଗଷ୍ଟ ୨୪ ତାରିଖରେ କନ୍ମାଳରେ ଗଣୁଷ୍କର୍ମ ହୋଇଥିଲା ।

ମୋରାରୀ ବାପୁଙ୍କ ‘ରାମକଥା’ ଶୁଣିବାକୁ ପହଞ୍ଚିଲେ ବ୍ରିିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍

The post ନନ୍ ଗଣଦୁଷ୍କର୍ମ ମାମଲାରେ ସାକ୍ଷ୍ୟ ଗ୍ରହଣ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button