IBN ଓଡ଼ିଶା ବ୍ୟୁରୋ

ଜୀବନରେ କେବେବି କାହାକୁ ମିଛ କୁହନ୍ତି ନାହିଁ ଏହି 2 ଟି ନାମର ଝିଅ – (

ବନ୍ଧୁଗଣ ଆମ ଜୀବନରେ ଜ୍ୟୋତିଷ ଶାସ୍ତ୍ରର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ କୌଣସି ବ୍ୟକ୍ତିର ବର୍ତ୍ତମାନ ତଥା ଭବିଷ୍ୟତ ସମ୍ବନ୍ଧରେ ମଧ୍ୟ କୁହାଯାଇପାରେ । ଜ୍ୟୋତିଷ ମାନେ କୌଣସି ବ୍ୟକ୍ତିର ସ୍ୱଭାବ, ଚରିତ୍ର ତଥା ଭବିଷ୍ୟତରେ ହେବାକୁ ଥିବା ଘଟଣା ସମ୍ବନ୍ଧରେ ମଧ୍ୟ କହି ପାରନ୍ତି । ତେବେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୨ ଟି ନାମ ଥିବା ଝିଅଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ କେବେବି ନିଜ ଜୀବନରେ ମିଛ କୁହନ୍ତି ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

1- ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି A । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ହୃଦୟ ବହୁତ ସଫା ଓ କୋମଳ ହୋଇଥାଏ । ଏହି ଝିଅ ମାନେ କେବେବି ଅନ୍ୟଙ୍କୁ ଦୁଃଖ ଦିଅନ୍ତି ନାହିଁ । ଅନ୍ୟ ମାନଙ୍କୁ ଖୁସି କରିବା ପାଇଁ ଏମାନେ ସର୍ବଦା ଚେଷ୍ଟା କରିଥାନ୍ତି ।

ଏହି ନାମର ଝିଅ ମାନେ କେବେବି ମିଛ କୁହନ୍ତି ନାହଁ । କିନ୍ତୁ ବେଳେବେଳେ ପରିସ୍ଥିତିରେ ପଡ଼ି ଏମାନେ ମିଛ କହିଥାନ୍ତି । ଯଦିଓ ସେହି ମିଛ କାହାକୁ ହାନୀ ପହଞ୍ଚାଇ ନଥାଏ । କିନ୍ତୁ ଏମାନେ ମିଛ କହିବା ପରେ ଅତ୍ୟନ୍ତ ଗ୍ଲାନି ଅନୁଭବ କରିଥାନ୍ତି ଏବଂ ତାଙ୍କୁ ନିଜ ପ୍ରତି ବହୁତ ଖରାପ ଲାଗିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button