ରାଜ୍ୟ
ରାଜ୍ୟର ସମସ୍ତ ଜିଲାରେ ଖୋଲାଯିବ ଆଡଭାନ୍ସଡ ରିହାବିଲେସନ୍ ସେଣ୍ଟର – Ibnodisha

[ad_1]
ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲାରେ ଆଡଭାନ୍ସଡ ରିହାବିଲେସନ୍ ସେଣ୍ଟର(ଏଆରସି) ଖୋଲାଯିବ ବୋଲି ସୂଚନା ମିଳିଛି। ଖୁବ୍ ଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୯ଟି ଜିଲାରେ ଏଆରସି ଖୋଲିବ। ପ୍ରତି ଜିଲାରେ ଖର୍ଚ୍ଚ ହେବ ୨୭ କୋଟିରୁ ୩୦ କୋଟି ଟଙ୍କା। ପର୍ଯ୍ୟାୟକ୍ରମେ ଅବଶିଷ୍ଟ ଜିଲାରେ ଏଆରସି ଖୋଲିବ ବୋଲି ଜଣାପଡ଼ିଛି।
[ad_2]




