IBN ଓଡ଼ିଶା ବ୍ୟୁରୋ

ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟାବିନ୍ଧା, ହାତବିନ୍ଧା ଗୋଟେ ରାତିରେ ଭଲ ହେବ, କରନ୍ତୁ ଏହି ଘରୋଇ ଉପାୟ…

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଜୀଵନ ରେ ସମସ୍ତେ ଖୁବ ପରିଶ୍ରମ କରୁଛନ୍ତି ଏବଂ ଦିନ ରାତି କାମ କରି ଥକି ମଧ୍ୟ ଯାଉଛନ୍ତି ଏବଂ ତାଛଡା ତାଙ୍କ ଗୋଡ ହାତ ବିନ୍ଧା ମଧ୍ୟ ହେଉଛି କିନ୍ତୁ ଯଦି ଏହି ବିନ୍ଧା ବିନ୍ଧି ସବୁଦିନ ହୋଇଥାଏ ତେବେ ଏହା କ୍ୟାଲସିୟମ ର ଅଭାବ ଯୋଗୁଁ ହୋଇଥାଏ ।

 

କ୍ୟାଲସିୟମ ଅଭାବ ହେଲେ ଶରୀରର ହାଡ଼ ଦୁର୍ବଳ ହୋଇ ପଡେ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ନଥାଏ । ତେବେ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେମାର ପାଇଁ ସମୟ ବାହାର କରିଥାଏ । ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ ।

କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ । ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ । କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ ।

ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ । ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ପ୍ରଥମେ ଆପଣ ଅଳ୍ପ ସୋରିଷ ତେଲ ନିଅନ୍ତୁ ଏବଂ ସେଥିରେ ଦୁଇ ତିନୋଟି ରସୁଣ କୁ ଅଳ୍ପ ଛେଚି ସେହି ତେଲ ରେ ପକେଇ ଦିଅନ୍ତୁ ।

ତେବେ ସେଇଥିରେ ଏକ ଚାମଚ କଳା ଜିରା ପକାନ୍ତୁ । ଏବଂ ଶେଷ ରେ ସେଥିରେ ବାରମାସି ସଜନା ଗଛ ର ଛାଲ କୁ ପକାନ୍ତୁ ତେବେ କିଛି ସମୟ ଏହାକୁ ଫୁଟିବାକୁ ଦିଅନ୍ତୁ ପରେ ଏହାକୁ କାଢି ଅନ୍ୟ ଏକ ପାତ୍ରରେ ରଖନ୍ତୁ ଏବଂ ଦିନକୁ ତିନି ଥର ଏହି ତେଲ ଉଷୁମ କରି ଭଲରେ ମାଲିସ କରନ୍ତୁ ଦେଖିବେ ଆପଣଙ୍କ ଆଣ୍ଠୁଗଣ୍ଠି ଅଣ୍ଟା ଆଦି ବିନ୍ଧା କମିଯିବ । ତେବେ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button