IBN ଓଡ଼ିଶା ବ୍ୟୁରୋ

ଡାଇବେଟିସ, ହାର୍ଟ ଆଟାକ, କୋଲେଷ୍ଟ୍ରୋଲ ଜୀବନ ଥିଲା ଯାଏଁ ହେବ ନାହିଁ, କରନ୍ତୁ ଏହି ଛୁଟିଆ ଉପାୟ…

ବନ୍ଧୁଗଣ ସାଧାରଣତଃ ଆପଣ ତ୍ରିଫଳା ର ବିଷୟ ରେ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଆପଣ କିପରି ତ୍ରିଫଳା ର ଗୁଣ୍ଡ ର କିଛି ଏପରି ଗୁଣ ମାନଙ୍କ ବିଷୟ ରେ ଯାହା ସାହାର୍ଯ୍ୟ ରେ ଆପଣ ଙ୍କର କୋଲୋଷ୍ଟ୍ରୋଲ, ହାର୍ଟ ଆଟକ ତଥା ଡାଇବେଟିସ ଭଳି ସମସ୍ଯା ଜୀବନ ଥିଲା ଯାଏଁ ଆଉ ହେବ ନାହିଁ । ବନ୍ଧୁଗଣ ପ୍ରଥମେ ଜଣାଇ ରଖୁଚୁ କି ତ୍ରିଫଳା ଅଁଳା, ହରିଡା ଓ ବହାଡା ନାମର ତିନୋଟି ଫଳ ର ମିଶ୍ରଣ କୁ କୁହାଯାଇଥାଏ ।

ଏହାକୁ ପ୍ରସ୍ତୁତ କରିବା ପାଇଁ 4 ଟି ଅଁଳା, 2 ହରିଡା ଓ 2 ଟି ବହାଡା କୁ ମିଶ୍ରିତ କରି ଏହାର ଗୁଣ୍ଡ ଆପଣ ପ୍ରସ୍ତୁତ କରି ପାରିବେ । ବହୁ ପୁରାତନ କାଳ ରୁ ଅନେକ ଲୋକ ଏହାର ପ୍ରୟୋଗ କରି ଆସୁଛନ୍ତି । ଏହାକୁ ସେବନ କରିବା ଦ୍ଵାରା ଶରୀର କୁ ଏହା ବିଭିନ୍ନ ପ୍ରକାରର ରୋଗ ମାନଙ୍କ ରୁ ରକ୍ଷା କରିଥାଏ ।

ଆପଣ ଚାହିଁଲେ ଏହାକୁ ଘରେ ଆଣି ମଧ୍ୟ ପ୍ରସ୍ତୁତ କରି ପାରିବେ । ନଚେତ ଆପଣ ଏହାକୁ କୌଣସି ଆୟୁର୍ବେଦିକ ଦୋକାନ ରୁ ମଧ୍ୟ କିଣି ଆଣି ପାରିବେ । ଏହାର ସେବନ ଆପଣ ପାଣି ଦ୍ଵାରା କରି ପାରିବେ । ଏକ ଗ୍ଳାସ ପାଣି ରେ ଏକ ଚାମଚ ତ୍ରିଫଳା ଚୂନା ଓ ସେଥିରେ ସାମାନ୍ଯ କିଛି ସନ୍ଧେବ ଲୁଣ ମିଶାଇ ଆପଣ ଏହାର ସେବନ କରି ପାରିବେ ।

 

ଏହାକୁ ପ୍ରତିଦିନ ଖାଲି ପେଟ ରେ ସେବନ କରିବା ଦ୍ଵାରା ଆପଣଙ୍କର ଡାଇବେଟିସ ଓ ସୁଗାର କିଛି ଦିନ ମଧ୍ୟରେ ନିୟନ୍ତ୍ରିତ ହୋଇ ଯାଇଥାଏ । ତାହା ବ୍ଯତୀତ ଏହାର ସେବନ ଦ୍ଵାରା ହାର୍ଟ ମଧ୍ୟ ସୁସ୍ଥ ରହିଥାଏ ।

ଏହା ଆମର କବଜ ଓ ମଳକଣ୍ଟକ ଭଳି ସମସ୍ଯା କୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ଏହା ଏକ ଚମତ୍କାରୀ ଓ ଆୟୁର୍ବେଦିକ ସାମଗ୍ରୀ ଅଟେ । ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣ ଙ୍କୁ ଏହାର ପ୍ରଭାବ ଖୁବ ଶୀଘ୍ର ହିଁ ଦେଖିବାକୁ ମିଳିଥାଏ ।

 

ଏଥିରେ ଥିବା ଆଣ୍ଟିଅକ୍ଶଡାନ୍ଟ ପ୍ରପର୍ଟି ଆପଣଙ୍କୁ କ୍ୟାନ୍ସର ଭଳି ସମସ୍ଯା ରୁ ମଧ୍ୟ ରକ୍ଷା କରିଥାଏ । ଏହା ଶରୀର ର ଓଜନ କୁ ହ୍ରାସ କରିବା ପାଇଁ ମଧ୍ୟ ଖୁବ ସହାୟକ ହୋଇଥାଏ । ଦାନ୍ତ ଜନିତ ସମସ୍ଯା ମାନଙ୍କ ପାଇଁ ମଧ୍ୟ ଏହା ଖୁବ ଭଲ ହୋଇଥାଏ । ଏହି ଏକ ଜିନିଷ ର ସେବନ କରିବା ଦ୍ଵାରା ଶରୀର ଅନେକ ପ୍ରକାର ରୋଗ ରୁ ରକ୍ଷା ପାଇ ଯାଇଥାଏ ।

ତେବେ ଏହାର ସେବନ ଆମ ସମସ୍ତ ଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭ ଲାଭ ଦାୟୀ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button