IBN ଓଡ଼ିଶା ବ୍ୟୁରୋ

ପିଲାଠୁ ବୁଢା ପର୍ଯ୍ୟନ୍ତ ଯାଦୁ,କାଛୁ,କୁଣ୍ଡିଆଣ ମାତ୍ର ୩ ଦିନରେ ମୂଳରୁ ଶେଷ ହେବ ! ବ୍ୟବହାର କରନ୍ତୁ ଏହି ଛୁଟିଆ ଉପାୟ …

ବନ୍ଧୁଗଣ ଅନେକ ପ୍ରକାରର କାରଣ ରୁ ଚରମ ଜନିତ ରୋଗ ର ସମ୍ମୁଖୀନ ହେବାକୁ ପଡିଥାଏ । ଖାସ କରି ଶୀତ ଦିନ ରେ ଅଧିକ ଭାବରେ ଚରମ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ଆପଣ ଙ୍କୁ କୌଣସି ପ୍ରକାରର କିଛି ଚରମ ଜନିତ ସମସ୍ଯା ଥାଏ ତେବେ ଆଜିର ଏହି ଉପଚାର ଟିକୁ ପ୍ରୟୋଗ କରି ଆପଣ ଚର୍ମ ଜନିତ ସମସ୍ଯା ରୁ ନିଜକୁ ରକ୍ଷା କରି ପାରିବେ । ଏହି ଉପାଚର ଟିର ବ୍ୟବହାର ରେ ଆପଣ ଙ୍କୁ କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିବ ନାହିଁ ।

ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ କଞ୍ଚା କଦଳୀ ର ଆବଶ୍ୟକ ପଡିବ । ଆପଣ ପ୍ରଥମେ ଫାଳେ କଞ୍ଚା କଦଳୀ କୁ ନେଇ ତାର ଚୋପା ଛଡାଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । କିନ୍ତୁ ଏଠାରେ ଆପଣ ଗ୍ରାଇଣ୍ଡିଙ୍ଗ କରିବା ସମୟ ରେ ପାଣି ର ବ୍ୟବହାର କରନ୍ତୁ ନାହିଁ ।

ବର୍ତ୍ତମାନ ଏହି କଦଳୀ ପେଷ୍ଟ ରେ ଦୁଇ ରୁ ତିନି ଚାମଚ ବସା ଦହି ଓ ଏକ ଚାମଚ ହଳଦୀ ମିଶାଇ ଏହାର ଏକ ଭଲ ପେଷ୍ଟ ଟିଏ ପ୍ରସ୍ତୁତ କରି ନିଅନ୍ତୁ । ଆପଣଙ୍କ ର ଚର୍ମ ଜନିତ ସମସ୍ଯା ଯେତେ ମଧ୍ୟ ପୁରୁଣା ହୋଇ ନଥାଉ କାହିଁକି କିନ୍ତୁ ଆଜିର ଏହି ଉପଚାର ଟିକୁ ବ୍ୟବହାର କରି ଆପଣ ସେହି ସମସ୍ଯା ରୁ ନିଜକୁ ରକ୍ଷା କରି ପାରିବେ ।

ଏହା ଏକ ବହୁ ପୁରୁଣା ଘରୋଇ ଉପଚାର ଅଟେ । ଆଜିର ଏହି ଉପଚାର ଟିକୁ ଏହି ପରି ପ୍ରସ୍ତୁତ କରି ରଖି ନିଅନ୍ତୁ । ବର୍ତ୍ତମାନ ଆପଣ ନିଜର ସଂକ୍ରମିତ ସ୍ଥାନ କୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ । ଏହା ପରେ ସେହି ସ୍ଥାନରେ ଫାଳେ ଲେମ୍ବୁ ର ସହାୟତା ରେ ଘଷି ସଫା କରି ନିଅନ୍ତୁ । ତାହା ପରେ ଯାଇ ସେହି ସ୍ଥାନରେ ପ୍ରସ୍ତୁତ କରିଥିବା ସେହି ମିଶ୍ରଣ ର ପେଷ୍ଟ କୁ ଲଗାଇ ଦିଅନ୍ତୁ । ଏହାକୁ ଆପଣ ନିଜ ଇଛା ଅନୁସାରେ ଯେ ସମୟ ରେ ଚାହିଁବେ ସେ ସମୟରେ ଲଗାଇ ପାରିବେ ।

କିନ୍ତୁ ଆପଣ ଙ୍କ ପାଇଁ ଭଲ ହେବ କି ଆପଣ ଏହାକୁ ରାତିରେ ଲଗାଇ ଦେଇ ଛାଡି ଦିଅନ୍ତୁ । ଏହା ପରେ ସକାଳେ ଉଠି ସେହି ସ୍ଥାନ କୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ । ମାତ୍ର ଏକ ଦିନ ଏହି ଉପାୟ ଟିକୁ ପ୍ରୟୋଗ କରି ଦେଖିବା ପରେ ଆପଣ ଦେଖିବେ ଆପଣ ଙ୍କୁ ବହୁତ ଭଲ ଫଳାଫଳ ଦେଖିବାକୁ ମିଳିବ । ପୁରୁଣା ରୁ ପୁରୁଣା ଚର୍ମ ଜନିତ ସମସ୍ଯା ରୁ ଆପଣ ମୁକ୍ତ ହୋଇଯିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button