IBN ଓଡ଼ିଶା ବ୍ୟୁରୋ

ଭିଡିଓରେ ଦେଖନ୍ତୁ; ରାସ୍ତାରେ ହଠାତ୍‌ ହାତୀ ରାଗିବା ପରେ କ’ଣ ହେଲା..

ନୂଆଦିଲ୍ଲୀ : କେବେ ହାତୀର କ୍ରୋଧ ଦେଖିଛନ୍ତି କି? ନିକଟରେ ଭାଇରାଲ୍‌ ହେଉଥିବା ହାତୀର ଏକ ଭିଡିଓ ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ହାତୀ କେତେ ଶକ୍ତିଶାଳୀ ଓ କ୍ରୋଧିତ ହେବା ପରେ ପରିସ୍ଥିତି କିଭଳି ହୋଇପାରେ ଦେଖିପାରିବେ । ଭିଡିଓଟି କେଉଁ ଦିନ ଓ ସ୍ଥାନର ତାହାର ସ୍ପଷ୍ଟତା ମିଳିନାହିଁ ।

ମାତ୍ର ସୋସିଆଲ ମିଡିଆରେ ଭିଡିଓଟି ବେଶ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖିପାରିବେ, ହାତୀଟି କିଭଳି ଏକ କାର୍‌କୁ ଉଠାଇ ରାସ୍ତା ଉପରେ ଫିଙ୍ଗି ଦେଉଛି । ଏହାପରେ ଏକ ବସ୍‌କୁ ବାରମ୍ବାର ଧକ୍କା ଦେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button