ଦେଶ

ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିକୁ ରାହୁଲ ମନୋନୀତ – Ibnodisha

[ad_1]

ନୂଆଦିଲ୍ଲୀ: ନିକଟରେ ସାଂସଦ ପଦ ଫେରିପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରତିରକ୍ଷା ବିଭାଗ ଷ୍ଟାଣ୍ଡିଂ କମିଟି ପାଇଁ ମନୋନୀତ କରାଯାଇଛି । ଅପରପକ୍ଷରେ ନବନିର୍ବାଚିତ ଆପ୍ ସାଂସଦ ସୁଶୀଲ କୁମାର ରିଙ୍କୁ କୃଷି ବିଭାଗ ଏବଂ ଏନ୍‌ସିପି ସାଂସଦ ଫୈଜଲ ମହମ୍ମଦ ଖାଉଟୀ ବ୍ୟାପାର ଓ ସାଧାରଣ ବଣ୍ଟନ ବିଭାଗ ଷ୍ଟାଣ୍ଡିଂ କମିଟିକୁ ମନୋନୀତ ହୋଇଛନ୍ତି । ସୂଚନାଯୋଗ୍ୟ ମୋଦୀ ସାଙ୍ଗିଆ ଉପରେ ପ୍ରତିକୂଳ ଟିପ୍ପଣି ଦେଇ ଜେଲ୍ ଦଣ୍ଡାଦେଶ ପାଇବାପରେ ଚଳିତବର୍ଷ ମାର୍ଚ୍ଚରେ ରାହୁଲଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୭ରେ ରାହୁଲ ପୁଣି ସାଂସଦ ପଦ ଫେରିପାଇଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button