IBN ଓଡ଼ିଶା ବ୍ୟୁରୋ

ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ଭୋଗକୁ ଅପ୍ରାକୃତିକ କୁହାଯାଇପାରିବ ନାହିଁ, ଜାଣନ୍ତୁ ପୁରା ଖବର

ପତି-ପତ୍ନୀ ମଧ୍ୟରେ ସମ୍ଭୋଗ ପ୍ରାକୃତିକ ନା ଅପ୍ରାକୃତିକ । ଏହାର ଚୟନ ସ୍ଵାମୀ ସ୍ତ୍ରୀଙ୍କ ଉପରେ ନିର୍ଭର କରେ ନା ନ୍ୟାୟାଳୟ ଉପରେ । ପୁର୍ବରୁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଶାରିରୀକ ସମ୍ପର୍କକୁ ନେଇ ଅନେକ ବିବାଦ ଆଖି ସାମ୍ନାକୁ ଆସିଛି । ଯାହାର ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି ସ୍ଵାମୀ ସ୍ତ୍ରୀର ସମ୍ପର୍କ ହେଲେ ମଧ୍ୟ ଶାରିରୀକ ସମ୍ପର୍କ ରଖିବା ପୁର୍ବରୁ ଉଭୟଙ୍କର ସ୍ଵତଃପ୍ରବୃତ୍ତ ଅନୁମତି ରହିବା ଆବଶ୍ୟକ ।

ନିକଟରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏହି ପରି ଏକ ଅଭିଯୋଗର ଶୁଣାଣି କରି କହିଛନ୍ତି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରାକୃତିକ ସମ୍ଭୋଗ ବ୍ୟତୀତ ଅନ୍ୟ କିଛି ଘଟିଲେ ଏହାକୁ ଅପ୍ରାକୃତିକ କୁହାଯାଇ ପାରିବ ନାହିଁ । ଏହା କହି କୋର୍ଟ ସ୍ଵାମୀଙ୍କ ଉପରେ ମକୋଦ୍ଦମାକୁ ଖାରଜ କରିଛି ।

Russian hotties wanna date
Beuatiful girls looking for a date

ମଧ୍ୟପ୍ରଦେଶର ଜଣେ ବିଧାୟକଙ୍କ ଉପରେ ତାଙ୍କ ପତ୍ନୀ ପକ୍ଷରୁ ଅପ୍ରାକୃତିକ ଯୌନ ସମ୍ବନ୍ଧ ଅଭିଯୋଗ କରା ଯାଇଥିଲା । ଯାହାକୁ ଆଇନସମ୍ମତ ନୁହେଁ କହି ଖାରଜ କରିଛି ମଧ୍ୟପ୍ରଦେଶ ହାଇକୋର୍ଟ । କୋର୍ଟର କହିବା ଅନୁସାରେ ଧାରା ୩୭୫ ଆଇପିସିକୁ ଆଖି ଆଗରେ ରଖି ସ୍ଵାମୀଙ୍କ ଉପରେ ଧାରା ୩୭୭ ଜାରି କରାଯାଇ ପାରିବ ନାହିଁ । ଏହି ମାମଲାର ଶୁଣାଣି ବିଚାରପତି ସଞ୍ଜୟ ଦ୍ବିବେଦୀଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଦ୍ୱାରା କରାଯାଇଥିଲା ।

ଏଫାୟାର ଜାରି କରିଥିବା ବେଳେ ବେଞ୍ଚ ଏହାକୁ ଖାରଜ କରିଛି । କୋର୍ଟ କହିଛନ୍ତି ପତି-ପତ୍ନୀଙ୍କ ମଧ୍ୟରେ ସମ୍ଭୋଗ କେବଳ ପିଲା ଜନ୍ମ ପର୍ଯ୍ୟନ୍ତ ସୀମିତ କରାଯାଇପାରିବ ନାହିଁ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପତି ପତ୍ନୀଙ୍କ ମଧ୍ୟରେ ସମ୍ଭୋଗରେ ସହମ୍ମତିର ଆବଶ୍ୟକତା ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button