ଦେଶ

ଅଗଷ୍ଟ ୨୪ରେ ହାଜର ହେବାକୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ‘ଇଡି’ ସମନ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ଜମି ଜବରଦଖଲ ମାମଲାରେ ଅଗଷ୍ଟ ୨୪ ତାରିଖ ଦିନ ଅଦାଲତରେ ହାଜର ହେବା ପାଇଁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ (ଇଡି) ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସମନ୍‌ ଜାରି କରିଛି।

ଏହି ମାମଲାରେ ଅଗଷ୍ଟ ୧୪ ତାରିଖ ଦିନ ହାଜର ହେବା ପାଇଁ ପୂର୍ବରୁ ‘ଇଡି’ ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କୁ ସମନ୍‌ ଜାରି କରିଥିଲା। କିନ୍ତୁ, ଅଧିକ ସମୟ ଆବଶ୍ୟକ ବୋଲି ଜଣାଇ ସେ ସେଦିନ ‘ଇଡି’ କାର୍ଯ୍ୟାଳୟରେ ହାଜର ହୋଇ ନ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button