IBN ଓଡ଼ିଶା ବ୍ୟୁରୋ

ପବିତ୍ର ମହିଳାଙ୍କର ଥାଏ ଏହି 3 ଖାସ ପରିଚୟ-

ଆଜିକା ଦୁନିଆରେ କାହାକୁ ଜାଣିବା ବହୁତ କଷ୍ଟକର କାହିଁକିନା ଲୋକ ଭିତରେ କିଛି ଓ ବାହାରେ କିଛି ହୋଇଥାନ୍ତି । ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ମହିଳାଙ୍କୁ ଚିହ୍ନି ପାରିବା ବ୍ରମ୍ହା ମଧ୍ୟ କରି ପାରିଲେ ନାହିଁ । ସେ ମହିଳାଙ୍କୁ ବନେଇଲେ କିନ୍ତୁ ସ୍ଵୟଂ ଭଗବାନ ମଧ୍ୟ ମହିଳାଙ୍କ ତ୍ରିୟା ଚରିତ୍ର ବିଷୟରେ କିଛି ଜାଣି ପାରିଲେ ନାହିଁ ।

ତେବେ ସବୁ ବ୍ୟକ୍ତିଙ୍କ ବିଚାର ବହୁତ ଅଲଗା ଅଲଗା ହୋଇଥାଏ, ତାଙ୍କ ଚିନ୍ତା ଧାରା ତାଙ୍କ ବ୍ୟବହାର ଉପରେ ନିର୍ଭର କରିଥାଏ ସମସ୍ତଙ୍କ ମନରେ କିଛି ଭଲ ଓ ଖିଛି ଖରାପ ଗୁଣ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣ କେଉଁ ମହିଳା ପବିତ୍ର ବୋଲି ସହଜରେ ଜାଣି ପାରିବେ ।

୧. ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେଉଁ ମହିଳାଙ୍କ ଶରୀର ଉପରେ ହାଲ୍କା ରୁମ ହୋଇଥାଏ ସେହି ଭଳି ମହିଳା ସବୁବେଳେ ପବିତ୍ର ହୋଇଥାନ୍ତି, ଏହି ଭଳି ମହିଳା ଜୀବନରେ ଥରେ ଯାହାକୁ ନିଜ ସ୍ଵାମୀ ଭାବିଥାନ୍ତି ତା ଛଡା ଅନ୍ୟ ପ୍ପୁରୁଷଙ୍କ ବିଷୟରେ ଚିନ୍ତା ମଧ୍ୟ କରନ୍ତି ନାହିଁ ଏହି ଭଳି ମହିଳା ବହୁତ ଖରାପ ପରିସ୍ଥିତି ରେ ମଧ୍ୟ ନିଜ ସ୍ଵାମୀ ସାଥ ଛାଡନ୍ତି ନାହିଁ । କୁହା ଯାଇଛି ଯେ ଏହି ଭଳି ମହିଳା ହୃଦୟରୁ ବହୁତ ଭଲ ହୋଇଥାନ୍ତି, ଏହି ଭଳି ମହିଳା କାହାକୁ କଷ୍ଟ ଦବା ଅପେକ୍ଷା ନିଜକୁ କଷ୍ଟ ଦବା ପସନ୍ଦ କରନ୍ତି ।

୨. ଯେଉଁ ମହିଳାଙ୍କ ଆଇବ୍ରୋ ଜନ୍ମରୁ ପତଳା ହୋଇଥାଏ ଏହି ଭଳି ମହିଳା ବହୁତ ବିଶ୍ଵାସପୂର୍ଣ୍ଣ ହୋଇଥାନ୍ତି ଏହି ଭଳି ମହିଳାଙ୍କୁ କଷ୍ଟ ଦେଲେ ସ୍ଵାମୀ କେବେ ଖୁସି ରହି ପାରନ୍ତି ନାହିଁ । ଏହି ଭଳି ମହିଳା ନିଜ ସ୍ଵାମୀ ପାଇଁ କିଛି ବି କରି ପାରନ୍ତି ସେ କାହାକୁ ବି ଡରନ୍ତି ନାହିଁ ଏହି ଭଳି ମହିଳାଙ୍କ ସହ ବିବାହ କରିଥିବା ସ୍ଵାମୀ ବହୁତ ସୁଖୀ ହୋଇଥାନ୍ତି ।

୩. ଯେଉଁ ମହିଳାଙ୍କ ମଥାରେ କଳା ଯାଇ ହୋଇଥାଏ ଏହି ଭଳି ମହିଳା ତୀବ୍ର ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାନ୍ତି, ଏହି ଭଳି ମହିଳା ଯେଉଁ ପୁରୁଷ ଜୀବନରେ ଯାଇଥାନ୍ତି ତାଙ୍କ ଘରେ ଧନ ବୈଭବ କୌଣସି ଜିନିଷ ର ଅଭାବ ରହି ନଥାଏ । ଏହି ଭଳି ମହିଳାଙ୍କୁ ସବୁ ପରିସ୍ଥିତିରୁ ବାହାରିବା ଆସିଥାଏ । ଏହି ଭଳି ମହିଳାଙ୍କୁ ମାତା ସିତାଙ୍କ ସହ ସମାନ କୁହା ଯାଇଛି ଏହି ଭଳି ମହିଳା ନିଜ ଘର ସଂସ୍କାର କେବେ ଭୁଲନ୍ତି ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button