IBN ଓଡ଼ିଶା ବ୍ୟୁରୋ

ସୁନ୍ଦରୀ ଝିଅ ମାନଙ୍କ ବିଷୟରେ ଏହି ୩ଟି ରହସ୍ୟ ଜାଣିଛନ୍ତି କି…

ବନ୍ଧୁଗଣ ଏହି ସଂଶାର ରେ ମହିଳା ମାନଙ୍କୁ ଚିହ୍ନିବା ବହୁତ କଷ୍ଟ ଅଟେ ତାଙ୍କୁ ସ୍ୱୟଂ ଭଗବାନ ବି ଚିହ୍ନି ପାରି ନାହାଁନ୍ତି । ତେବେ ସେମାନେ ଏମିତି ଗୋଟିଏ ପଦାର୍ଥ ରୁ ଗଢା ହୋଇ ଥାନ୍ତି ସେମାନଙ୍କୁ ଦେଖିବା ମାତ୍ରେ ମନୁଶ୍ୟ ର ଦିମାଗ୍ କାମ କରେ ନାହିଁ ।

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ମହିଳା ମାନଙ୍କ ବିଷୟ ରେ ତୁଳସୀ ଦାସ ଅନେକ ତୁହା ଲେଖି ଜାଇ ଥିବା ବେଳେ ସେହି ବିଷୟ ରେ ଆମେ ଆପଣ ମାନଙ୍କୁ କହିବୁ ଜାହାକୁ ଆପଣ ମାନେ କେବେ ବି ଜାଣି ନ ଥିବେ ।

ସେମିତି ରେ କହିବା ପାଇଁ ଗଲେ ମହିଳା ମାନଙ୍କ ମଧ୍ୟ ରେ ସବୁ ବେଳେ ଉତ୍ସାହ ଲାଗି ରହି ଥାଏ । ସେମିତି ରେ ପ୍ରଥମ କଥା ଟି ହେଲା ଭଲ ସମୟ ରେ ଆପଣ ମାନଙ୍କ ପରିକ୍ଷା ହୋଇ ଥାଏ । ହେଲେ ଖରାପ ସମୟ ରେ ନାରୀ ମାନଙ୍କ ଅସଲ ପରିକ୍ଷା ହୋଇ ଥାଏ ।

ସେହି ପରି ତୁଳସୀ ଦାସ ଏହି କଥା କୁ କହିଛନ୍ତି କି । ଯେଉଁ ପୁରୁଷ ନିଜ ସ୍ତ୍ରୀ ଛଡା ଅନ୍ୟ ସ୍ତ୍ରୀ ବା ନାରୀ ଉପରେ ନଜର ପକେଇ ନ ଥାଏ । ତେବେ ତାହାର ହୃଦୟ ରେ ଭଗବାନ ବାସ କରନ୍ତି । ସେହି ପରି କୈଣସି ପୁରୁଷ ଅନ୍ୟ ସ୍ତ୍ରୀ ସହିତ ସମ୍ମନ୍ଧ ରଖି ଥାଏ ।

ତେବେ ସେମାନେ ସ୍ୱର୍ଗୀୟ ଆଶ୍ରୀବାଦ ରୁ ଦୂରେଇ ରହି ଥାଏ । ସେହି ପରି ତିନି ରେ ତୁଳସୀ ଦାସ କହିଛନନ୍ତି କି ସୁନ୍ଦରତା କୁ ଦେଖି ଭଲ ଭଲ ଜ୍ଞ୍ୟାନୀ ଏବଂ ବୃଦ୍ଧି ଜିବୀ ମାନେ ମୂର୍ଖ ହୋଇ ଜାଇ ଥାନ୍ତି । କାରଣ ଆପଣ ମାନେ ଉଦାହରଣ ସ୍ୱରୂପ ମୟୁର କୁ ଦେଖନ୍ତୁ । ଏହି ମୟୂର ଅତ୍ୟନ୍ତ ସୁନ୍ଦର ହୋଇ ଥିଲେ ବି ଏହା ସାପ କୁ ମାରି ଖାଇ ଯାଏ ।

ଅର୍ଥାତ୍ ମନୁଶ୍ୟ କୁ କେବେ ବି ସୁନ୍ଦରତା ପଛରେ ଦୈଡିବା ଉଚିତ୍ ନୁହେଁ । ସବୁ ସମୟ ରେ ସେହି ନାରୀ ର ସ୍ୱଭାବ ବା ଚରିତ୍ର କୁ ଦେଖିବା ନିହାତି ଜରୁରୀ ଅଟେ । ସେମାନଙ୍କ ସ୍ୱଭାବ ଭଲ ରହି ଥିଲେ ସେହି ମହିଳା ମାନେ ଘର କୁ ସ୍ୱର୍ଗ କରି ଦେଇ ଥାନ୍ତି । ହେଲେ ସୁନ୍ଦର ସ୍ୱଭାବ ରହି ନ ଥିଲେ ଘର କୁ ବର୍ବାଦ୍ କରି ଦେଇ ପାରେ । ସେହିଥି ପାଇଁ ଆପଣ ମାନଙ୍କୁ ସାବଧାନ ରହିବା ନିହାତି ଜରୁରୀ ଅଟେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button