IBN ଓଡ଼ିଶା ବ୍ୟୁରୋ

ମାସରେ କେତେଥର ଶାରୀରିକ ସମ୍ପର୍କ ରଖିବା ଉଚିତ, ଜାଣନ୍ତୁ

ବନ୍ଦୁଗଣ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି ପତି ପତ୍ନୀ ଙ୍କ ମଧ୍ୟ ରେ ମାସ କୁ କେତେ ଥର ଶାରୀରିକ ସଂମ୍ପର୍କ ରଖିବା ଉଚିତ୍ ଅଟେ । ତେବେ ଆସନ୍ତୁ ଏହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ ।

ଗୋଟିଏ ବିବାହିତ ମହିଳା ବା ପୁରୁଷ ଏହାକୁ ଜାଣି ରଖିବା ଉଚିତ୍ । କାରଣ ଅନେକ ସମୟ ରେ ଆପଣ ମାନଙ୍କ ଆଜ୍ଞ୍ୟାତ କାରଣ ରୁ ହିଁ ମାସ କ ମଧ୍ୟ ରେ ଅନେକ ଥର ଶାରୀରିକ ସଂମ୍ପର୍କ ରଖିବା ପାଇଁ ପଡେ । ହେଲେ ଏହା ଆଦୁ ବି ଠିକ୍ ନୁହେଁ ଆମର ଶରୀର ପାଇଁ । ଏହା ଦ୍ୱାରା ଆପଣ ମାନଙ୍କୁ ଅନେକ ଅସୁବିଧା ର ସାମ୍ନା କରିବା ପାଇଁ ପଡି ଥାଏ ।

ପଣ ମାନେ ଶରୀରିକ ସଂମ୍ପର୍କ ରଖିବା ଦ୍ୱାରା ଆପଣ ମାନଙ୍କ ମଧ୍ୟରେ ଦୁର୍ବଳତା ଦେଖା ଦେବା ସହିତ ଆପଣ ମାନଙ୍କ ଦେହରେ ସିଥିଳତା ଦେଖିବା ପାଇଁ ମିଳେ । ହେଲେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ସଂମ୍ପର୍କ କେବେ ଖରାପ୍ ହୋଇ ନ ଥାଏ ।

ଏହାକୁ ଆପଣ ମାନେ ନିୟମ ରେ ରଖି ପାରିଲେ ଆପଣ ମାନଙ୍କ ପାଇଁ ବହୁତ ଭଲ ହୋଇ ଥାଏ । ଏହି ସଂମ୍ପର୍କ ରଖିବା ଦ୍ୱାରା ଆପଣ ମାନଙ୍କ ମନ ପ୍ରଫୁଲିତ ରହିବା ଏବଂ ଆପଣ ମାନଙ୍କ ଶରୀର ସୁସ୍ଥ ରହି ଥାଏ ।

ଏହି ଶାରୀରିକ ସଂମ୍ପର୍କ ରଖିବା ଦ୍ୱାରା ଆପଣ ମାନଙ୍କ ନିଦ୍ରା ସଠିକ୍ ଭାବେ ହୋଇ ଥାଏ । କିନ୍ତୁ ଆପଣ ମାନେ ଏହାକୁ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଏହି ଶାରୀରିକ ସଂମ୍ପର୍କ କେତେ ଥର ରଖିବେ ବୋଲି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ।

ପୁରୁଷ ହେଉ କି ମହିଳା 21 ଥର ରୁ ଅଧିକ ସଂମ୍ପର୍କ ସ୍ଥାପନା ଗୋଟିଏ ମାସ ରେ କରିବା ଆପଣ ମାନଙ୍କ ପାଇଁ ବହୁତ ଖରାପ୍ ହୋଇ ଥାଏ । ଏହି ମଧ୍ୟ ରେ ଆପଣ ମାନେ ରହୁ ଥିଲେ ନିଶ୍ଚିତ ଭାବେ ଆପଣ ମାନଙ୍କ ଶରୀର ନିଶ୍ଚିତ ଭାବେ ସୁସ୍ଥ ରହିବ । ଏବଂ ଆପଣ ମାନେ ଜିବନ ର ଆନନ୍ଦ ନେଇ ପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button