ମହିଳାମାନେ ସକାଳୁ ଉଠି ସ୍ଵାମୀଙ୍କ ସହ କରନ୍ତୁ ଏହି କାମ, ହେବ ଧନର ବର୍ଷା

ଆମ ଭାରତରେ ବହୁତ ଲୋକ ଏମିତି ଅଛନ୍ତି, ଯିଏକି ଧର୍ମକୁ ବହୁତ ମାନିଥାନ୍ତି ଓ ଅନ୍ୟ ପଟେ ବି କିଛି ଲୋକମାନେ ଅଛନ୍ତି ଯେଉଁମାନେ ଧର୍ମକୁ ମାନି ନ ଥାନ୍ତି । ଶାସ୍ତ୍ରରେ ଲେଖା ଅଛି କି ସକାଳୁ ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ । ଏହା ଛଡା ଶାସ୍ତ୍ରରେ କୁହାଯାଇଛି କି ସକାଳୁ ଶୀଘ୍ର ଉଠି କଣ କରିବା ଉଚିତ ଓ କଣ କରିବା ଉଚିତ ନୁହେଁ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ କହିବୁ କି ମହିଳାମାନେ ସକାଳୁ ଉଠି କଣ କରିବା ଉଚିତ ।
ପାଣି ପିଇବା
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ପ୍ରଥମ କଥା ହେଉଛି ସକାଳୁ ଉଠି ପ୍ରଥମେ ପାଣି ପିଇବା ଉଚିତ । ଏହିଭଳି କରିବା ଦ୍ଵାରା ଶରୀରର ସୁସ୍ଥ ରହିଥାଏ । ଏହା ସହିତ ଆପଣଙ୍କ ବହୁତ ରୋଗ ମଧ୍ୟ ଭଲ ହୋଇଯାଏ । ସକାଳୁ ଉଠି ପାଣି ପିଇବା ଦ୍ଵାରା ପାଟିରେ ଥିବା ଲାଳ ଅଂସ ପେଟ ଭିତରକୁ ଚାଲି ଯାଏ । ଯାହା ଦ୍ଵାରା ପେଟ ସମ୍ବନ୍ଧିତ ରୋଗ ଭଲ ହୋଇଥାଏ ।
ଶାସ୍ତ୍ରରେ କୁହାଯାଇଛି କି ହାତର ପାପୁଲିରେ ମାତା ଲକ୍ଷ୍ମୀ, ମଧ୍ୟ ଭାଗରେ ମାତା ସରସ୍ଵତୀ ଓ ଅଗ୍ର ଭାଗରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ସେଥିପାଇଁ ସକାଳୁ ଉଠି ସର୍ବ ପ୍ରଥମେ ଦୁଇ ହାତର ପାପୁଲିକୁ ଯୋଡି ଦର୍ଶନ କରିବା ଉଚିତ । ଏହିଭଳି କରିବା ଦ୍ଵାରା ସବୁ ଭଗବାନଙ୍କ ଆଶୀର୍ବାଦ ମିଳିବ ଓ ଆପଣଙ୍କ ଘରେ କେବେ ବି ସମସ୍ୟା ଆସିବ ନାହିଁ ।
ସ୍ଵାମୀ ସହ ପ୍ରେମ କରିବା
ଯଦି ଜଣେ ମହିଳା ବିବାହ କରିଛନ୍ତି ତେବେ ତାଙ୍କୁ ସକାଳୁ ଉଠି ଯୋଗ କରିବା ଦରକାର । ଏହା ପରେ ନିଜ ସ୍ଵାମୀଙ୍କ ସହ ପ୍ରେମ କରିବା ଉଚିତ । ଏହିଭଳି କରିବା ଦ୍ଵାରା ଦୁଇ ଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢି ଉଠି ଥାଏ । ଏହା ଦ୍ଵାରା ଦେବୀ ଲକ୍ଷ୍ମୀ ବି ଆପଣଙ୍କ ଉପରେ ଖୁସି ପ୍ରସନ୍ନ ରହିବେ ।
ଶଙ୍ଖ ଓ ମନ୍ଦିରର ଘଣ୍ଟି
ସକାଳୁ ଉଠି ଯଦି ଆପଣ ଶଙ୍ଖ ଓ ମନ୍ଦିରର ଘଣ୍ଟି ଶୁଣିବାକୁ ପାଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଦିନ ବହୁତ ଭଲ ଭାବରେ କଟିଥାଏ । ଏହା ସହିତ ମନରେ ସକାରାତ୍ମକ ଚିନ୍ତାଧାରା ବି ଆସିଥାଏ । ଏହା ଦ୍ଵାରା ଆପଣଙ୍କୁ ବହୁତ ଭଲ ଲାଗିଥାଏ ଏବଂ ଆପଣଙ୍କୁ କିଛି ବି ଅସୁବିଧା ହୋଇ ନ ଥାଏ । ଆପଣଙ୍କୁ ଧନର ଅଭାବ ବି ରହିବ ନାହିଁ । ଆପଣଙ୍କ ଜୀବନ ସବୁବେଳେ ଖୁସିରେ ଭରପୁର ରହିଥାଏ ।