ରାଜ୍ୟ

ବାତ୍ୟା ଦାନା ପ୍ରଭାବ: ୮୦ ହଜାର ହେକ୍ଟର ଚାଷ କ୍ଷତି

ପ୍ରାଥମିକ ଆକଳନରେ ରାଜ୍ୟରେ ୭୯,୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ୨୩ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ରାଜକନିକା, ଆଳି, ମହାକାଳପଡ଼ା ବ୍ଲକରେ ସର୍ବାଧିକ କ୍ଷତି ହୋଇଥିବା ନେଇ ସୂଚନା ରହିଛି । ସେହିପରି ଭଦ୍ରକରେ ୨୪, ୧୧୫ ହେକ୍ଟର ବାଲୁଦେବପୁର, ଚାନ୍ଦବାଲି, ଭଣ୍ତାରିପୋଖରୀ, ଧାମନଗରରେ, ଜମି କ୍ଷତିଗ୍ରସ୍ତ ହୋଇଛି ।

ସେହିପରି ବାଲେଶ୍ୱରରେ ୩୧୪୦, ମୟୂରଭଞ୍ଜରେ ୨୩୮୧ ହେକ୍ଟର ଜମି, ଯାଜପୁରରେ ୨୭୦୯, ଜଗତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷତି ହୋଇଥିବା ନେଇ ସୂଚନା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button