ଅପରାଧ

ଶରଦ ପାୱାରଙ୍କ ସହଯୋଗୀ ଘରେ ରେଡ – Ibnodisha

[ad_1]

ବ୍ୟୁରୋ : ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହଯୋଗୀ ଘରେ ଇଡି ରେଡ | ପୂର୍ବତ୍ତନ ସାଂସଦ ଇଶ୍ୱରଲାଲ ଜୈନଙ୍କ ଘରେ ରେଡ | ବ୍ୟାଙ୍କ ଋଣ ଠକେଇ ମାମଲାରେ ଇଡି ର ବଡ ଧରଣର ରେଡ଼ | ମହାରାଷ୍ଟ୍ର ନାସିକ , ଥାନେ ସମେତ ୧୩ଟି ସ୍ଥାନରେ ରେଡ | ନଗଦ ୧ କୋଟି ଟଙ୍କା ସହ ୩୯ କିଲୋର ସୁନା,ହୀରା ଓ ଗହଣା ଜବଦ | ଜବଦ ଗହଣାର ମୂଲ୍ୟ ପ୍ରାୟ ୨୫ କୋଟି ସୂଚନା |

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button