IBN ଓଡ଼ିଶା ବ୍ୟୁରୋ

ଯଦି ଆପଣ ଖାଉଛନ୍ତି ବାସି ରୁଟି ତେବେ ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ |

ବନ୍ଧୁଗଣ ପ୍ରାୟତଃ ଆମେ ଏମିତି କରିଥାଉ କି ଆମେ ବେଶି ମାତ୍ରାରେ ଖାଇବା ତିଆରି କରିଦେଇଥାଉ ଏବଂ ବେଶି ମାତ୍ରାରେ ତିଆରି ହେଇଥିବା ବେଳେ ଆମର କିଛି ଖାଦ୍ୟ ବଳି ଯାଇଥାଏ | ଏବଂ ଆମର ତରକରି ସରିଯାଇଥିଲେ ମଧ୍ୟ ସକାଳକୁ ବାସି ରୁଟି ନିଶ୍ଚୟ ଭାବେ ଥାଏ | ଏବଂ ସକାଳକୁ ସେହି ରୁଟିକୁ ଖାଇବାକୁ ଆପଣଙ୍କ ଘର ଲୋକମାନେ ଇଚ୍ଛା କରନ୍ତି ନାହିଁ | ଯଦି ଆପଣ ଘରେ ବି ଏମିତି ହେଉଛି ତେବେ ଏହି ଖବର ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିଦେବ |

ବନ୍ଧୁଗଣ ବାସି ରୁଟିରେ କାର୍ବୋହାଇଡ୍ରେଟ ଏବଂ ଫାଇବାର ମିଳିଥାଏ ଯାହା ତାଜା ରୁଟି ଠାରୁ ଆମ ଶରୀର ପାଇଁ ବେଶି ଭଲ ଏବଂ ସୁସ୍ଥ ହୋଇଥାଏ | ଏବଂ ବାସିରୁଟି ରେ ତାଜା ରୁଟି ଅପେକ୍ଷା ଭଲ ବ୍ୟାକଟେରିଆ ମିଳିଥାନ୍ତି | ଖାଇବା ଯାହା ବି ହେଉନା କାହିଁକି ବାସି ହୋଇଗଲେ ଆମେ ଏହାକୁ ଫୋପାଡ଼ି ଦେଇଥାଉ | କିନ୍ତୁ ଆପଣ କେବେ ବି ଭାବିନଥିବେ ଯେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଭଲ ହୋଇଥାଏ | ଆସନ୍ତୁ ଜାଣିବା ବାସି ରୁଟି ଆମ ସ୍ୱାସ୍ଥ୍ୟରେ କଣ ପ୍ରଭାବ ପକାଇଥାଏ |

1-ବାସି ରୁଟି ଆପଣଙ୍କ ପାଚନତନ୍ତ୍ର ପାଇଁ ଚମତ୍କାରୀ ରୁ କମ ହୋଇନଥାଏ | ବାସି ରୁଟି ଆମ ଶରୀରର ପାଚନତନ୍ତ୍ରକୁ ମଜବୁତ ବନାଇଥାଏ | ଏଥିରେ ବହୁତ ମାତ୍ରାର ଫାଇବାର ଥାଏ ଯାହା ଆମ ଶରୀରର ହଜମ ପ୍ରକ୍ରିୟାକୁ ଆହୁରି ବି ଶକ୍ତିଶାଳୀ ବାନେଇଥାଏ | ଯାହା ଦ୍ୱାରା ଆପଣଙ୍କର ପେଟ କିମ୍ଭା ହଜମ ଜନିତ କୋୖଣସି ସମସ୍ୟା ରହିବ ନାହିଁ |

2-ବାସି ରୁଟି ଅଟେ ରୋଗୀ ଲୋକଙ୍କ ପାଇଁ ଔଷଧ | ବନ୍ଧୁଗଣ ଡାଇବେଟିସ ରୋଗୀ ମାନଙ୍କ ପାଇଁ ବାସି ରୁଟି ଖାଇବା ବହୁତ ଭଲ ହୋଇଥାଏ | ଏହା ସୁଗାର ଲେବେଲକୁ ମେଣ୍ଟେନ କରିଥାଏ | ଯଦି ଆପଣଙ୍କୁ ବିପିର ସମସ୍ୟା ଅଛି ତେବେ ମଧ୍ୟ ଏହାକୁ ଆପଣ ଟ୍ରାଏ କରିପାରିବେ |

3-ବାସି ରୁଟିରୁ ମିଳିଥାଏ ଏନର୍ଜି | ହଁ ଆଜ୍ଞା ବନ୍ଧୁଗଣ ଯଦି ଆପଣଙ୍କୁ କମଜୋରୀ ଲାଗୁଥାଏ ଏବଂ ଆପଣଙ୍କୁ ଭୋକ ମଧ୍ୟ ଲାଗୁଥାଏ ତେବେ ଆପଣ ବାସି ରୁଟି ଖାଇପାରିବେ | ବାସିରୁଟି ରେ କାର୍ବୋହାଇଡ୍ରେଟ ମିଳିଥାଏ | ଯାହା ଆମ ଶରୀରକୁ ଶକ୍ତି ତୁରନ୍ତ ଯୋଗାଇଥାଏ |

4. ବାସି ରୁଟି ବଢ଼ାଇପାରେ ମସଲ | ବନ୍ଧୁଗଣ ବାସି ରୁଟିରୁ ମିଳୁଥିବା ନିୟୁଟ୍ରନ ଆମ ଶରୀରକୁ ମୋଟା ବାନେଇଥାଏ ଆମକୁ ଶକ୍ତି ଯୋଗେଇବା ସହ ଆମ ମସଲକୁ ମଧ୍ୟ ମଜବୁତ କରେଇ ଥାଏ |

ବନ୍ଧୁଗଣ ଆମେ ଆପଙ୍କୁ କହିରଖୁଛୁ ଯେ ଆପଣ ବାସି ଖାଦ୍ୟ 4.6ଘଣ୍ଟା ମଧ୍ୟରେ ଖାଇପାରିବେ | ଡାକ୍ତରଙ୍କ ଅନୁଯାୟୀ କଞ୍ଚା ଖାଦ୍ୟ ଅର୍ଥାତ ରୁଟି ଭଳି ଖାଦ୍ୟ 12-15ଘଣ୍ଟା ପର୍ଯ୍ୟନ୍ତ କୋୖଣସି ପ୍ରକାରର ମଧ୍ୟ ଖରାପ ହୋଇନଥାଏ | ଏବଂ ଆପଣ ଏହି ସମୟ ମଧ୍ୟରେ ସେହି ବାସି ରୁଟିକୁ ଖାଇପାରିବେ |

Related Articles

Leave a Reply

Your email address will not be published. Required fields are marked *

Back to top button