ଶାନ୍ତ ଧର୍ମଶାଳା ଏବେ ଅଶାନ୍ତ ପଥରେ : ପୁର୍ବତନ ବିଧାୟକ ପ୍ରଣବ
ଯାଜପୁର: ଯାଜପୁର ଜିଲ୍ଲା ଧମର୍ଶାଳା ନିର୍ବାଚନ ମଣ୍ଡଳୀରେ ଏବେ ସୋସିଆଲ ମିଡିଆରେ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟରେ ଲଢେଇ ଜୋରଦାର ଚାଲିଥିବା ବେଳ ଏଭଳି ଏକ ପୋଷ୍ଟକୁ ନେଇ ଥାନା ରେ ମାମଲା ରୁଜୁ ହୋଇଛି । ସୂଚନା ମୁତାବକ ସୋସିଆଲ ମିଡିଆରେ ସମୋଲାଚନା କୁ ନେଇ ବିଜେଡ଼ି ଦଳର ଯୁବ ସଂଗଠକ ସୁବ୍ରତ କୁମାର ଧଳ ଓ ଛାତ୍ର ସଙ୍ଗଠକ ମାନସ କୁମାର ମହାନ୍ତି ଙ୍କ ବିରୁଧରେ ଦେଉଳିପାଳ ଗ୍ରାମର ବିଶ୍ୱଜିତ ସ୍ୱାଇଁ ଧମର୍ଶାଳା ଥାନୋର ଗତ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ପୁଲିସ ୭୬୫/୨େ୪ର ଏକ ମାମଲା ରୁଜୁ କରି ଉଭୟଙ୍କୁ ଗତ ରବିବାର ଥାନାକୁ ଡାକି ପଚରା ଉଚରା କରିଥିଲା । ଏହି ଖବର ପାଇ ଧମର୍ଶାଳା ପୁବର୍ତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ନିଜ ସମଥର୍କଙ୍କ ସହ ଥାନାରେ ପହଁଚି ସେଠୋର ଉପସ୍ଥିତ ଥିବା ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ ଓ ଥାନା ଅଧିକାରୀ ତପନ କୁମାର ନାୟକଙ୍କ ସହ ଘଟଣା ସମ୍ପକର୍ରେ ଆଲୋଚନା କରିଥିଲେ । ତେବେ ଆଇନ ସମସ୍ତଙ୍କ ପାଇଁ ସମାନ, ବିଗତ ଦିନେର ବିଜେଡି ସମଥର୍କଙ୍କ ଦ୍ୱାରା ହୋଇଥିବା ଅଭେିଯାଗକୁ ପୁଲିସ ହାଲୁକା ଭୋବ ନେଉଥିଲା ବେଳେ ଏବ ସାମାନ୍ୟ ଅଭେିଯାଗେର ପୁଲିସ ବିଜେଡି ସମଥର୍କଙ୍କୁ ଥାନାକୁ ଡାକି ଧମକ ଚମକ ଦେଉଛି । ନିର୍ବାଚନ ୪ ମାସ ପରେ ମଧ୍ୟ ପୁଲିସ ସମସ୍ତଙ୍କ ପାଇଁ ସଠିକ ଢଙ୍ଗେର କାମ କରୁ ନାହିଁ ବୋଲି ଧମର୍ଶାଳା ପୁବର୍ତନ ବିଧାୟକ କହିଛନ୍ତି । ପୁଲିସ ତାର କାର୍ଯ୍ୟଧାରେର ପରିବତର୍ନ ନ ଆଣେିଲ ଉପରସ୍ଥ ଅଧିକାରୀଙ୍କ ପାଖେର ଏନଇ ଅଭେିଯାଗ କରାଯିବ ବୋଲି ଶ୍ରୀ ବଳବନ୍ତରାୟ ଚେତାବନୀ ଦେଇଥିଲେ ଏହା ସହିତ କହିଛନ୍ତି ଶାନ୍ତ ଧର୍ମଶାଳା ଏବେ ଅଶାନ୍ତ ହେବାରେ ଲାଗିଛି ଯାହାକି କିଛି ଦିନ ପୂର୍ବରୁ ମୁଁ ଯାଜପୁର ପ୍ରଶାସନ ଅବଗତ କରାଇଛି । ଏହା ସହିତ କିଛି ବିଜେଡି ନେତା କହିବା ମୁତାବକ ଧର୍ମଶାଳା ପୁର୍ବତନ ବିଧାୟକ ପ୍ରଣବ ବଲବନ୍ତରାୟ ବିରୁଦ୍ଧରେ ଧର୍ମଶାଲ ବିଭିନ୍ନ ସୋସିଆଲ ମିଡ଼ିଆ ରେ ଆକ୍ଷେପ କରାଯାଉଛି କିନ୍ତୁ ଏମାନଙ୍କ ବିରୁଦ୍ଧରେ ପୁଲିସ ହାଲୁକା ଭାବେ ନେଉଛି ଏହା କଣ ଆଇନି। ନିର୍ବାଚନ ୪ ମାସ ଭିତରେ ଧର୍ମଶାଳା ବାସୀ ବେଶ ଅନୁଭବ କରିସାରିଲେଣି ଧର୍ମଶାଲ ଏବେ ଅଶାନ୍ତ ହେବାରେ ଲାଗିଛି