ରାଜ୍ୟ

ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

ଦ୍ରକ: ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ସକାଳ ସା୍ଢ଼େ ୯ଟାରୁ ୧୦ଟା ଭିତରେ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଭଦ୍ରକ-ବାଉଦପୁର ସେକସନ୍ ମଝିରେ ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଏନେଇ ସମ୍ପୃକ୍ତ ଟ୍ରେନରେ ଥିବା ଗାର୍ଡ ଅଭିଯୋଗ କରିବା ପରେ ଭଦ୍ରକ ଷ୍ଟେସନ ମ୍ୟାନେଜର ପୁଲିସକୁ ସୂଚନା ଦେଇଥିଲେ।

ତେବେ ନନ୍ଦନକାନନ ଏକ୍ସପ୍ରେସ ନିଜର ଗନ୍ତବ୍ୟସ୍ଥଳକୁ ଯାଇଥିଲା। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେଣେ ଜିଆରପି ପୁଲିସ ଘଟଣାର ଛାନଭିନ୍ କରୁଛନ୍ତି। କିଏ ଗୁଳିମାଡ଼ କରିଛି, ତାହା ଏଯାଏ ଅସ୍ପଷ୍ଟ ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button