IBN ଓଡ଼ିଶା ବ୍ୟୁରୋ

ଜୀବନରେ ଏହି ୫ଟି ନାରୀକୁ କେବେ ଅସମ୍ମାନ କରନ୍ତୁ ନାହିଁ, ନଚେତ ବର୍ବାଦ ହୋଇଯିବେ

ମହିଳାଙ୍କ ସ୍ନମାନ କରିବା ଦ୍ଵାରା ପୁରୁଷକୁ ସୁଖ ପ୍ରାପ୍ତି ହୋଇଥାଏ। ପ୍ରତ୍ୟକ ମହିଳା ତାଙ୍କ ଘର ପାଇଁ ଲକ୍ଷ୍ମୀ ହୋଇଥାଏ। ନୂଆ ବାହା ହୋଇ ଆସିଥିବା ମହିଳାଙ୍କୁ ସମସ୍ତେ ଲକ୍ଷ୍ମୀ ବୋଲି ମାନିଥାନ୍ତି। ଯଦି ଆପଣ ରାଗିଯାଇ ତା’ର ଅପମାନ କରନ୍ତି ତେବେ ତାହା ମା ଲକ୍ଷ୍ମୀଙ୍କର ଅପମାନ ସହ ସମାନ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ମହିଳାଙ୍କ ଅପମାନ କଲେ ଆପଣଙ୍କୁ ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼ିବ।

★ ଝିଅକୁ , ଯେଉଁ ଜାଗାରେ ଝିଅକୁ ଅପମାନ ହୋଇଥାଏ , ସେ ଜାଗାରେ କେବେକି ଲକ୍ଷ୍ମୀ ରହି ନଥାନ୍ତି। ସେ ଘରେ ସଦାବେଳେ ଦାରିଦ୍ର୍ୟ ବୃଦ୍ଧି ପାଇବ ଏବଂ ଦୁଃଖୀ ରେ ଜୀବନ କଟିବ।

★ ଭଉଣୀ , ଭଉଣୀ ଆପଣଙ୍କର ସବୁଠାରୁ ଶ୍ରେଷ୍ଠ ବନ୍ଧୁ ହୋଇଥାଏ । ଯଦି ଆପଣ ଭଉଣୀକୁ ଅପମାନ କରୁଛନ୍ତି , ତେବେ ଆପଣ ଜୀବନରେ କେବେ ଭଲ ବନ୍ଧୁ ପାଇ ନଥିବେ ।

★ବଡ଼ଭାଇର ସ୍ତ୍ରୀ , କାରଣ ବଡ଼ ଭାଇର ସ୍ତ୍ରୀକୁ ମା’ ର ସମାନ ମାନା ଯାଇ ଥାଏ । ଯିଏ ବି ଏମାନଙ୍କ ସନ୍ନମାନ କରି ନଥାଏ ସେ କେବେବି ନିଜ ଜୀବନ ରେ ଖୁସିରେ ରହି ନଥାଏ। ତେଣୁ କେବେ ମଧ୍ୟ ଭାଉଜଙ୍କୁ ଅପମାନ କରିବା ଉଚିତ ନୁହଁ।

★ ବୋହୁ , ଯେତେବେଳେ ବୋହୁ ଘରକୁ ଆସିଥାଏ , ତାକୁ ଲକ୍ଷ୍ମୀଙ୍କର ରୂପ ମାନା ଯାଏ। ଯଦି ସେ କୌଣସି କାରଣରୁ ରାଗେ ତାହା ବହୁତ ହାନି କାରକ ମାନା ଯାଏ।

★ ଗର୍ଭବତୀ ମହିଳା , ଗର୍ଭବତୀ ମହିଳାଙ୍କୁ ଭୁଲରେ ବି ଅପମାନ କରନ୍ତୁ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button