ଦେଶ

ବିଲାତି ପରେ ଖାଉଟିଙ୍କୁ ଚିନ୍ତାରେ ପକାଇଛି ପିଆଜ ଦର – Ibnodisha

[ad_1]

ନୂଆଦିଲ୍ଲୀ: ବଜାରରେ ବିଲାତିର ଦାମ ଟିକେ କମିଆସିବା ବେଳକୁ ଏବେ ପିଆଜର ଦାମ ଖାଉଟିଙ୍କୁ ଚିନ୍ତାରେ ପକାଇଛି । କିଛିଦିନ ମଧ୍ୟରେ କିଲୋପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ ୪୦ ଟଙ୍କାରେ ପହଂଚିସାରିଛି । ଏହାକୁ ନେଇ ଖାଉଟି ଚିନ୍ତାରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ପୀୟୁଷୁ ଗୋଏଲ ଖାଉଟି ଓ ପିଆଜ ଚାଷୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ନାସିକ ଠାରେ ଥିବା ଦେଶର ସବୁଠାରୁ ବଡ ପିଆଜ ମଣ୍ଡି ସହିତ ଜଡିକ ଚାଷୀ ଓ ବ୍ୟବାସୀୟଙ୍କ ଦ୍ୱାରା ଚାଲିଥିବା ଧର୍ମଘଟକୁ ନେଇ ସେମାନଙ୍କୁ ଭରଶା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ପିଆଜର ଦାମ ବୃଦ୍ଧି ହେବ ନାହିଁ । ଏହାସହ ସରକାରୀ ସ୍ତରରେ ପିଆଜ ଚାଷୀମାନଙ୍କର ଯେଭଳି କ୍ଷତି ହେବ ନାହିଁ ସେନେଇ ପଦକ୍ଷେପ ନିଆଯାଉଛି । ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଏକ୍ସପୋର୍ଟ ଶୁଳ୍କକୁ ବିରୋଧ କରି ଉଭୟ ପିଆଜ ଚାଷୀ ଓ ବ୍ୟବସାୟୀ ଧର୍ମଘଟ କରିଥିଲେ । ନାସିକ ଜିଲ୍ଲାରେ ମୋଟ ୧୫ ଟି କୃଷକ ମଣ୍ଡିରୁ ୧୩ଟି ମଣ୍ଡିରେ ପିଆଜ କ୍ରୟ ଓ ବିକ୍ରୟ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା ।

ବଜାରରେ ବିଲାତିର ଦାମ ଟିକେ କମିଆସିବା ବେଳକୁ ଏବେ ପିଆଜର ଦାମ ଖାଉଟିଙ୍କୁ ଚିନ୍ତାରେ ପକାଇଛି । କିଛିଦିନ ମଧ୍ୟରେ କିଲୋପ୍ରତି ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ ୪୦ ଟଙ୍କାରେ ପହଂଚିସାରିଛି । ଏହାକୁ ନେଇ ଖାଉଟି ଚିନ୍ତାରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ପୀୟୁଷୁ ଗୋଏଲ ଖାଉଟି ଓ ପିଆଜ ଚାଷୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ନାସିକ ଠାରେ ଥିବା ଦେଶର ସବୁଠାରୁ ବଡ ପିଆଜ ମଣ୍ଡି ସହିତ ଜଡିକ ଚାଷୀ ଓ ବ୍ୟବାସୀୟଙ୍କ ଦ୍ୱାରା ଚାଲିଥିବା ଧର୍ମଘଟକୁ ନେଇ ସେମାନଙ୍କୁ ଭରଶା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ପିଆଜର ଦାମ ବୃଦ୍ଧି ହେବ ନାହିଁ । ଏହାସହ ସରକାରୀ ସ୍ତରରେ ପିଆଜ ଚାଷୀମାନଙ୍କର ଯେଭଳି କ୍ଷତି ହେବ ନାହିଁ ସେନେଇ ପଦକ୍ଷେପ ନିଆଯାଉଛି । ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଏକ୍ସପୋର୍ଟ ଶୁଳ୍କକୁ ବିରୋଧ କରି ଉଭୟ ପିଆଜ ଚାଷୀ ଓ ବ୍ୟବସାୟୀ ଧର୍ମଘଟ କରିଥିଲେ । ନାସିକ ଜିଲ୍ଲାରେ ମୋଟ ୧୫ ଟି କୃଷକ ମଣ୍ଡିରୁ ୧୩ଟି ମଣ୍ଡିରେ ପିଆଜ କ୍ରୟ ଓ ବିକ୍ରୟ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button