ଦେଶ

କରୋନା ପାଇଁ ୨୫ ଦିନ ହସ୍ପିଟାଲ ଆଇସିୟୁରେ ରହିଥିଲେ ବିଗ୍‌ ବି – Ibnodisha

[ad_1]

ନୂଆଦିଲ୍ଲୀ : ମେଗା‌ଷ୍ଟାର ଅମିତାଭ ବଚ୍ଚନ ଏବେ ପୁଣିଥରେ ଲୋକପ୍ରିୟ ଗେମ୍‌ ସୋ ‘କୌନ୍‌ ବନେଗା କରୋଡପତି’କୁ ହୋଷ୍ଟ୍‌ କରୁଛନ୍ତି। ବିଗ୍‌ବି ନିକଟରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କରୋନା ମହାମାରୀରେ ସଂକ୍ରମିତ ହେବା କଥା ମନେ ପକାଇଥିଲେ। ପ୍ରଥମେ ୨୦୨୦ ଓ ପରେ ୨୦୨୨ରେ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇଥିବା‌ ନେଇ ଟ୍ବିଟରରେ ଘୋଷଣା କରିଥିଲେ। ଅଭିନେତା ମଧ୍ୟ ତାଙ୍କ ସହ ଆସିଥିବା ସମସ୍ତ ଲୋକଙ୍କୁ ଆଇସୋଲେସନରେ ରହିବାକୁ କହିଥିଲେ। ତେବେ କରୋନା ଦିନ କଥା‌ ମନେ ପକାଇ ଅମିତାଭ କହିଛନ୍ତି, ସେ କରୋନାରେ ସଂକ୍ରମିତ ହୋଇ ୨୫ ଦିନ ହସ୍ପିଟାଲରେ ରହିଥିଲେ। ଏହି ସମୟରେ ସେ ଆଇସିୟୁରେ ରହିଥିଲେ। କିନ୍ତୁ ଧୀରେଧୀରେ ସେ ସୁସ୍ଥ ହେଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button