ରାଜ୍ୟ

ସିଏମ୍‌ସି କାଉନସିଲ୍ ବୈଠକରେ ହୋହଲ୍ଲା, ବୈଠକରୁ ଉଠି ଆସିଲେ ଅନେକ କର୍ପୋରେଟର

କଟକ ୧୩।୧୧: ସିଏମ୍ସି କାଉନସିଲ ବୈଠକରେ ହୋହଲ୍ଲା । ବୈଠକରୁ ଉଠି ଆସିଲେ ଅନେକ କର୍ପୋରେଟର । ଅନେକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମାନେ ମଧ୍ୟ କକ୍ଷ ତ୍ୟାଗ କରିଛନ୍ତି । ମେୟରଙ୍କୁ ବିରୋଧ କରି ବୈଠକ ଛାଡିଲେ କର୍ପୋରେଟର ।

ତେବେ ଗତ ବୈଠକରେ ଅନେକ ସରକାରୀ ଅଧିକାରୀ ଅନୁପସ୍ଥିତ ଥିଲେ । ଯାହାକୁ ଅସନ୍ତୁଷ୍ଟ କର୍ପୋରେଟର ମାନେ ବିରୋଧ କରୁଛନ୍ତି ।

ରାଜ୍ୟରେ ଖୁବ୍ଶୀଘ୍ର ପୂରଣ ହେବ ୫ ହଜାର ଡାକ୍ତର ପଦବୀ, ୩ ହଜାର ପାରା ମେଡ଼ିକାଲ ଷ୍ଟାଫ୍ ପଦବୀ ବି ହେବ ପୂରଣ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button