ରାଜ୍ୟ

ରାଇରଙ୍ଗପୁରରେ ଧୁମ୍‌ଧାମ୍‌ରେ କରମ ପରବ ପାଳିତ – Ibnodisha

[ad_1]

ରାଇରଙ୍ଗପୁର: ପ୍ରକୃତି ପ୍ରତି ସମର୍ପିତ ଏବଂ ଭାଇ ଭଉଣୀଙ୍କ ଅତୁଟ ପ୍ରେମର ପର୍ବ “କରମ ପରବ” ରାଇରଙ୍ଗପୁର କଲେଜଛକ ସନ୍ନିକଟ ନୂଆଗାଁ ମୌଜାର ୨୨୦ ନମ୍ବର ଜାତୀୟ ରାଜପଥ କଡରେ ଥିବା ରାଇରଙ୍ଗପୁର ଦେଶକରମ ଆଖଡ଼ାରେ ବଡ଼ ଧୂମ୍ ଧାମରେ ପାଳିତ ହୋଇଯାଇଛି । ଓଡିଶା କୁଡୁମି ସମାଜ, ରାଇରଙ୍ଗପୁର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ସାଂସ୍କୃତିକ ପର୍ବ ଚଳିତ ବର୍ଷ ଷଷ୍ଠ ଥର ପାଇଁ ଆୟୋଜିତ ହୋଇଅଛି । ସ୍ଥାନୀୟ ହଳଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼ବାଇକଳା ଗ୍ରାମଦେଇ ବହିଯାଇଥିବା କାନ୍ହୁ ନଦୀ ପଠାରୁ ଢୋଲ, ଧାମସା ଓ ମାଦଳର ତାଳେତାଳେ ଜାୱାଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କଲେଜଛକ ପାଖରେ ଥିବା ଆଖଡାରେ କରମ ପର୍ବ ବଡ଼ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି।

ନୂଆଗାଁ ମୌଜାର ୨୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ରାଇରଙ୍ଗପୁର ଦେଶକରମ ଆଖଡ଼ାରେ ଧୁମ୍‌ଧାମ କରମ ପରବ ପାଳିତ ହୋଇଯାଇଛି। ପ୍ରକୃତି ପ୍ରତି ସମର୍ପିତ ଏବଂ ଭାଇ ଭଉଣୀଙ୍କ ଅତୁଟ ପ୍ରେମର ପର୍ବ “କରମ ପରବ” ରାଇରଙ୍ଗପୁର କଲେଜଛକ ସନ୍ନିକଟ ନୂଆଗାଁ ମୌଜାର ୨୨୦ ନମ୍ବର ଜାତୀୟ ରାଜପଥ କଡରେ ଥିବା ରାଇରଙ୍ଗପୁର ଦେଶକରମ ଆଖଡ଼ାରେ ବଡ଼ ଧୂମ୍ ଧାମରେ ପାଳିତ ହୋଇଯାଇଛି। ଓଡିଶା କୁଡୁମି ସମାଜ, ରାଇରଙ୍ଗପୁର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ସାଂସ୍କୃତିକ ପର୍ବ ଚଳିତ ବର୍ଷ ଷଷ୍ଠ ଥର ପାଇଁ ଆୟୋଜିତ ହୋଇଅଛି। ସ୍ଥାନୀୟ ହଳଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼ବାଇକଳା ଗ୍ରାମଦେଇ ବହିଯାଇଥିବା କାନ୍ହୁ ନଦୀ ପଠାରୁ ଢୋଲ, ଧାମସା ଓ ମାଦଳର ତାଳେତାଳେ ଜାୱାଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କଲେଜଛକ ପାଖରେ ଥିବା ଆଖଡାରେ କରମ ପର୍ବ ବଡ଼ ଧୁମଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button