IBN ଓଡ଼ିଶା ବ୍ୟୁରୋ

ମାତ୍ର ଗୋଟିଏ ଦିନରେ ଫଟା ଗୋଇଠି ରୁ ପାଆନ୍ତୁ ମୁକ୍ତି, କେବଳ ଆପଣାନ୍ତୁ ଏହି ଚମତ୍କାରୀ ଘରୋଇ ଉପାୟ

ବନ୍ଧୁଗଣ ଏହି ସମୟରେ ଶୀତ ଦିନ ଚାଲୁଅଛି, ଅନେକ ଲୋକ ଗୋଇଠି ଫଟା ଯନ୍ତ୍ରଣା କୁ ନେଇ ଖୁବ ଅଧିକ ଚିନ୍ତା ରେ ରହୁଥିବେ । ଖାସ କରି ସ୍ତ୍ରୀ ଲୋକ ବା ମହିଳା ମାନଙ୍କ ଠାରେ ଏହି ସମସ୍ଯା ଅଧିକ ଭାବରେ ଦେଖିବାକୁ ମିଳିଥାଏ । ଯେବେ ଆପଣ ଙ୍କର ଗୋଇଠି ଫାଟେ ତେବେ ଆପଣଙ୍କୁ କମ ଦାମ କରିବାକୁ ବହୁ କଷ୍ଟ ମଧ୍ୟ ହୋଇଥାଏ । ଏହାଛଡା ଅନେକ କଷ୍ଟ ମଧ୍ୟ ହୋଇଥାଏ । କିଛି ଲୋକ ଙ୍କର ଫଟା ଗୋଇଠିରୁ ରକ୍ତ ମଧ୍ୟ ବାହାରି ଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଗହରୋଇ ଉପଚାର ଯାହାର ସହାୟତା ରେ ଆପଣ ମାତ୍ର ଏକ ଦିନ ମଧ୍ୟରେ ଗୋଇଠି ଯନ୍ତ୍ରଣା ଆରୁ ମୁକ୍ତି ପାଇ ପାରିବେ । ଯଦି ଆପଣ ଏହି ଉପଚାର ଟିକୁ କିଛିଦିନ ଧରି ନିୟମିତ ବ୍ୟବହାର କରିବେ, ତେବେ ଆପଣ ଏହି ଗୋଇଠି ଜନିତ ସମସ୍ଯା ରୁ ସବୁ ଦିନ ପାଇଁ ମୁକ୍ତି ପାଇ ପାରିବେ ।

ଦର୍ଶକ ବନ୍ଧୁ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ସର୍ବପ୍ରଥମେ ଏକ ଚାମଚ ପେଟ୍ରୋଲିୟମ ଜେଲି ଆବଶ୍ୟକ ପଡିବ । ଦ୍ଵିତୀୟ ସାମଗ୍ରୀ ର ଆବଶ୍ଯକ ପଡିବ ତାହା ହେଉଛି କର୍ପୂର । ଆପଣ ନେଇ ଥିବା ସେହି ପେଟ୍ରୋଲିୟମ ଜେଲି ରେ ଏକ କର୍ପୂର କୁ ଗୁଣ୍ଡ କରି ପକାଇ ଦିଅନ୍ତୁ ।

ଏହାପରେ ଏଥିରେ ଏକ ଚାମଚ ନଡିଆ ତେଲ ସେଥିରେ ଦେଇ ଦିଅନ୍ତୁ । ଏହାପରେ ଶେଷ ସାମଗ୍ରୀ ସୋରିଷ ତେଲ ରୁ ମଧ୍ୟ ଏକ ଚାମଚ ନେଇ ନିଅନ୍ତୁ। ବର୍ତ୍ତମାନ ଆପଣ ସେହି ସମସ୍ତ ସାମଗ୍ରୀ କୁ ଆପଣ ଭଲ ଭାବରେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଆମର ଏହି ଉପଚାର ଟି ଏକ କ୍ରିମ ରୂପରେ ପ୍ରସ୍ତୁତ ହୋଇ ସାରିଛି ।

ସାଧାରଣତଃ ଶୀତ ଦିନରେ ହିଁ ସମସ୍ତ ଙ୍କର ଗୋଡ ଅଧିକ ଭାବରେ ଫାଟିବାର ଦେଖା ଯାଇଥାଏ । କିନ୍ତୁ ଏହି ଉପଚାର ଟିର ସାହାର୍ଯ୍ୟ ରେ ଆପଣ ଏହି ସମସ୍ଯା ରୁ ସବୁଦିନ ପାଇଁ ମୁକ୍ତି ପାଇଯିବେ । ଆପଣ ମାତ୍ର ଏକ ଦିନ ଏହି କ୍ରିମ କୁ ନିଜ ପାଦ ରେ ଲଗାଈ ସାରିବା ପରେ ଏହାର ପ୍ରଭାବ ଦେଖିବାକୁ ପାଇଏବ। ଯାଦୋୟ ଆପଣ ଙ୍କର ପାଦ ବା ଗୋଇଠି ଅଧିକ ମାତ୍ରା ରେ ଫାଟିଥାଏ ,

 

ତେବେ ଏହି ଉପଚାର ଟିକୁ ଆପଣ ସାତ ଦିନ ପର୍ଯ୍ୟନ୍ତ ଲଗାଇ ଦେଖନ୍ତୁ ଆପଣ ଦେଖିବେ ଆପଣ ଙ୍କର ଗୋଇଠି ଯନ୍ତ୍ରଣା ତଥା ସମସ୍ଯା ସବୁଦିନ ପାଇଁ ଭଲ ହୋଇଯିବ । ବନ୍ଧୁଗଣ ଏହି ମିଶ୍ରଣ କୁ ନିଜ ଗୋଡ ରେ ଲଗାଇବା ପାଇଁ ଆପଣ ରାତି ରେ ସର୍ବ ପ୍ରଥମେ ନିଜ ଗୋଡ କୁ ଉଷୁମ ପାଣି ର ସହାୟତା ରେ ଭଲ ଭାବରେ ଧୋଇ ନିଅନ୍ତୁ ।

ଏହା ପରେ ଆପଣ ଗୋଡ କୁ ଭଲ ଭାବରେ ପୋଛି ଏହି କ୍ରିମ କୁ ନିଜ ଗୋଡ ର ଫଟା ତଥା ଗୋଇଠି ରେ ଭଲ ଭାବରେ ଲଗାଇ କିଛି ସମୟ ପାଇଁ ମାଲିସ କରନ୍ତୁ । ଏହା ପରେ ଏକ କପଡା ବା କୌଣସି ଜରି ସାହାର୍ଯ୍ୟରେ ଗୋଡ କୁ ଭଲ ଭାବରେ ଘଉଡାଇ ଶୋଇ ପଡନ୍ତୁ । ଆପଣ ଦେଖିବେ ମାତ୍ର ଏକ ଦିନରେ ହିଁ ଆପଣଙ୍କୁ ଏହାର ରେଜଲ୍ଟ ଦେଖିବାକୁ ମିଳିବ । ତେବେ ଆପଣ ମାନଙ୍କୁ ଆମର ଏହି ଉପଚାର ଟି ଭଲ ଲାଗିଥିଲେ, ଆପଣ ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button