ରାଜ୍ୟ

୫-ଟି ସଚିବଙ୍କ ଗସ୍ତକୁ କେହି ବିରୋଧ କରୁନାହାନ୍ତି : ଉମା – Ibnodisha

[ad_1]

ବ୍ୟୁରୋ : ୫-ଟି ସଚିବଙ୍କ ଗସ୍ତକୁ ନେଇ ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ପ୍ରତିକ୍ରିୟା | ୫-ଟି ସଚିବଙ୍କ ଗସ୍ତକୁ କେହି ବିରୋଧ କରୁନାହାନ୍ତି କହିଲେ ଉମା | ବରଂ ହଜାର ହଜାର ଲୋକ ଏହି ବିକାଶ ପ୍ରକ୍ରିୟାକୁ ସମର୍ଥନ କରୁଛନ୍ତି | ଯେଉଁ ଅଞ୍ଚଳ ଯାଉଛନ୍ତି ସେଠି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି | ଅଭିଯୋଗ ଶୁଣାଇବା ପରେ ପଦକ୍ଷେପ ନିଅଯାଉଛି | ବିରୋଧୀଙ୍କ କହିବା ଛାଡ ଆଉ କିଛି କାମ ନାହିଁ କହିଲେ ଉମା |

ମହାକାଶକୁ ଯିବ ମହିଳା ରୋବର୍ଟ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button