ଦେଶ

ଛେଳି ଚୋରି ଅଭିଯୋଗରେ ୪ ଜଣଙ୍କୁ ନିର୍ଦ୍ଧୁମ ପିଟିଲେ ଗ୍ରାମବାସୀ ଆଉ ତାପରେ….. – Ibnodisha

[ad_1]

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ ଏକେ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ଆପଣଙ୍କ ଛାତିକୁ ଥରାଇଦେବ। ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ଓଲଟା ଟାଙ୍ଗିବା ସହିତ ନିର୍ଦ୍ଧୁମ ମାଡ଼ ମାରିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ୬ ଜଣ ଯୁବକ ଗୋଟିଏ ଛେଳି ଏବଂ କିଛି ବତକ ଚୋରି କରିଥିବା ଅଭିଯୋଗରେ ଉକ୍ତ ଯୁବକଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଅଗଷ୍ଟ ୨୬ରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଏବେ ବି ୫ ଅଭିଯୁକ୍ତ ଫେରାର ଥିବା ନେଇ ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଘଟଣାଟି ଏହି ମାମଲା ଶ୍ରୀରାମପୁର ତାଲୁକାର ହରେଗାଓଁ ଗାଁର। ଏହି ଘଟଣାର ଜଣେ ଅଭିଯୁକ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଲିସର ସୂଚନାନୁସାରେ, ଅଗଷ୍ଟ ୨୫ରେ ୬ ଜଣ ଲୋକ ଗାଁରୁ ଚାରି ଜଣଙ୍କୁ ସେମାନଙ୍କ ଘରୁ ଘୋଷାଡ଼ି ଆଣିଥିଲେ। ଏହା ପରେ ସେମାନଙ୍କୁ ଏକ ଗଛରେ ଟାଙ୍ଗି ଦେଇଥିଲେ ଉକ୍ତ ୬ ଜଣ ଅଭିଯୁକ୍ତ। ପରେ ସମସ୍ତଙ୍କୁ ଗଛରେ ଟାଙ୍ଗି ନିର୍ଦ୍ଧୁମ ମାଡ଼ ମରାଯାଇଥିବା ନେଇ ସୂଚନା ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button