IBN ଓଡ଼ିଶା ବ୍ୟୁରୋ

ବାରମ୍ବାର ସ୍ୱ-ପ୍ନ ଦୋ-ଷ ହେଉଛି କି ତେବେ ରାତିରେ ଏହି ଆସନ କରନ୍ତୁ

ବନ୍ଧୁଗଣ ଆଜି ଏବେ ଜାଣିବା ବ୍ରହ୍ମଚର୍ଯ୍ୟାସନ ବିଷୟରେ। ବନ୍ଧୁଗଣ ସାଧାରଣତଃ ଆସନ ଭୋଜନ ପରେ କରାଯାଏ ନାହିଁ। କିନ୍ତୁ ଏପରି କିଛି ଆସନ ରହିଛି ଯାହା ଭୋଜନ ପରେ କରାଯାଇଥାଏ। ସେହି ଆସନ ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ବ୍ରହ୍ମଚର୍ଯ୍ୟାସନ। ଏହି ଆସନ ରାତି ଭୋଜନ ପରେ ଶୋଇବା ପୂର୍ବରୁ କରାଗଲେ ଲାଭ ମିଳିଥାଏ। ବ୍ରହ୍ମଚର୍ଯ୍ୟାସନର ନିୟମିତ ଅଭ୍ୟାସ ଦ୍ଵାରା ବ୍ରହ୍ମଚର୍ଯ୍ୟର ପାଳନର ଖୁବ୍ ସହାୟତା ମିଳିଥାଏ । ଏହାର ପ୍ରୟୋଗ ଦ୍ୱାରା ଅଖଣ୍ଡ ବ୍ରହ୍ମଚର୍ଯ୍ୟ ସିଦ୍ଧି ଲାଭ ହୋଇଥାଏ। ଏଣୁ ଯୋଗୀମାନେ ଏହାର ନାମ ବ୍ରହ୍ମଚର୍ଯ୍ୟାସନ ରଖିଛନ୍ତି। ଏହି ଆସନର ବିଧି ହେଉଛି ଭୂମି ଉପରେ ଆଣ୍ଠୁ ରଖି ଭରା ଦେଇ ବସି ଯାଆନ୍ତୁ। ତତ୍ପଶ୍ଚାତ ଉଭୟ ଗୋଡ଼କୁ ନିଜ ଦିଗରେ ପ୍ରସାରିତ କରି ଦିଅନ୍ତୁ। ଯେପରି ନିତମ୍ବ ଏବଂ ମ-ଳଦ୍ୱା-ର ଭୂମିରେ ରହିବ।ହାତ ଦୁଇଟି ଆଣ୍ଠୁ ଉପରେ ରଖି ଶାନ୍ତ ହୋଇ ବସି ରୁହନ୍ତୁ।

eବନ୍ଧୁଗଣ ଏହି ଆସନ କରିବାର ଲାଭ ହେଉଛି ଏହି ଆସନ କରିବା ଦ୍ୱାରା ବୀରବାହିନି ନାଡ଼ିର ପ୍ରବାହ ଶୀଘ୍ର ଉର୍ଦ୍ଧ୍ବଗାମୀ ହୋଇଥାଏ ଏବଂ ସିଅନି ନାଡ଼ିର ଉଷ୍ମତା ହ୍ରା-ସ ପାଇଥାଏ। ଯାହାଦ୍ଵାରା ଏହି ରୋଗ ସ୍ବ-ପ୍ନ ଦୋ-ଷକୁ ଦୂର କରିବାରେ ସହାୟକ ହୋଇଥାଏ। ଯେଉଁ ବ୍ୟକ୍ତି ମାନଙ୍କର ସ୍ବ-ପ୍ନ ଦୋ-ଷର ସମସ୍ୟା ରହିଛି ସେମାନେ ପ୍ରତ୍ୟେକଦିନ ରାତିରେ ଶୋଇବା ପୂର୍ବରୁ ୧୦ ମିନିଟ ପର୍ଯ୍ୟନ୍ତ ଏହି ଆସନର ଅଭ୍ୟାସ ଅବଶ୍ୟ କରନ୍ତୁ। ଏହାଦ୍ବାରା ଉପସ୍ଥ ଇନ୍ଦ୍ରିୟରେ ଶକ୍ତି ସଞ୍ଚାର ହୋଇଥାଏ। ଯଦି ରାତିରେ ବାରମ୍ବାର ସ୍ବ-ପ୍ନ ଦୋ-ଷ ହେଉଛି ତାହେଲେ ପୂଜ୍ୟ ବାପୁଜୀ କୁହନ୍ତି ଶାନ୍ତ ହୋଇ ରୁହନ୍ତୁ ଏବଂ ଚିନ୍ତିତ ରୁହନ୍ତୁ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ଚିନ୍ତା କରନ୍ତୁ ନାହିଁ । ବରଂ ଦୃଢ ନିଶ୍ଚୟ ଦ୍ଵାରା ଅଧିକ ସାବଧାନ ରୁହନ୍ତୁ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଓଁ ଆରମାୟ ନମଃ । ସର୍ବାଙ୍ଗ ଇନ୍ଦ୍ରୀୟକୁ ସ-ଙ୍କୁଚି-ତ କରନ୍ତୁ। ସେହି ମ-ନ୍ତ୍ରର ୨୧ ଥର ଜପ କରନ୍ତୁ। ରାତି ଭୋଜନର ଶୋଇବା ପୁର୍ବରୁ ଏହି ଆସନ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button