ରାଜ୍ୟ

ତାଳଚେର ବିଧାୟକଙ୍କ ଅଫିସ ଆଗରେ ବୋମା ଠାବ – Ibnodisha

[ad_1]

ତାଳଚେର : ବିଧାୟକଙ୍କ ଅଫିସ ଆଗରେ ବୋମା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ଆଗରୁ ବିରାଟ ବୋମା ଠାବ ହୋଇଛି। ଭରତପୁର କ୍ୟାମ୍ପ ଅଫିସ ନିକଟରୁ ଟାଇମର ବୋମା ଜବତ କରାଯାଇଛି। ବୋମାଟି କୁଆଡୁ ଆସିଲା, କିଏ ପକାଇଲା ସେନେଇ କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଜାରି ରଖିଛି।

ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୫ ଜଣ ଗୁରୁତର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button