ରାଜ୍ୟ

ଘଟଗାଁ ବ୍ଲକ ସରପଞ୍ଚ ସଂଘ ବୈଠକ – Ibnodisha

[ad_1]


ଢ଼େଙ୍କିକୋଟ ତା ୧. ୯. ୨୩. :  ଘଟଗାଁ ବ୍ଲକ ସରପଞ୍ଚ ସଙ୍ଘର ୨ୟ ବୈଠକ ଢେଙ୍କିକୋଟ ପଂଚାୟତର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଂଘ ସଭାପତି ଗଣେଶ୍ୱର ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭାଗିରଥୀ ସିଂ ମୁଖ୍ୟ ଅତିଥି ଓ ସମ୍ମାନୀତ  ଅତିଥି ଭାବେ ଜିଲ୍ଲା କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଥ ନାୟକ, ଉପଦେଷ୍ଟା ରମେଶ ମୁଣ୍ଡ, ଚତୃଭୂଜ ସ୍ୱାଇଁ ଯୋଗଦେଇ ଆଲୋଚନା କରିଥିଲେ।ଏଥିରେ ବ୍ଲକ ସମ୍ପାଦକ ଦୁଃଶାସନ ନାୟକ,ଉପସଭାପତି ଦ୍ରୌପଦୀ ନାୟକ,ସହସମ୍ପlଦକ ଲିପି ନାୟକ କୋଷାଧ୍ୟକ୍ଷ ପ୍ରିୟରଞ୍ଜନନାୟକ ,ବୈୟଜନ୍ତି ନାୟକ ସମେତ ସ୍ତାନିୟ ସରପଞ୍ଚ ଖଇର ନାଏକ ଓ ୨୦ଜଣ ସରପଞ୍ଚ ବୈଠକରେ ସାମିଲ ହୋଇଥିଲେ।

Nalco Logo



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button