IBN ଓଡ଼ିଶା ବ୍ୟୁରୋ

ମଥାରେ ସିନ୍ଦୁର ଲଗେଇବାର ଉଚିତ ଉପାୟ କଣ ? ଜାଣନ୍ତୁ ଏହି ଖାସ କଥା

ଭାରତୀୟ ସଂସ୍କୃତିରେ ସିନ୍ଦୁର ର ବହୁତ ମହତ୍ଵ ହୋଇଥାଏ ଯେଉଁ ମହିଳା ବିବାହ ପରେ ମତରେ ସିନ୍ଦୁର ଲଗାନତି ନାହିଁ ବା ବିନଦୀ ଭଳି ଆକାର ର ଲଗେଇଥାନ୍ତି ତାଙ୍କୁ ସମାଜ କେବେ ଭଲ କହି ନଥାଏ ।

ତେବେ ସିନ୍ଦୁର ମହତ୍ଵ କେବଳ ଗୋଟେ ବିବାହିତ ମହିଳା କହି ପାରନ୍ତି ଅନ୍ୟ କେହି ଏହାର ମହତ୍ଵ ଜାଣି ପାରିବେ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ସିନ୍ଦୁର ମହତ୍ଵ ବିଷୟରେ କହିବୁ ଓ ଏହା ସହ ସିନ୍ଦୁର କେବେ, କେମିତି ଓ କେତେ ଥର ଲଗାଇବା ଉଚିତ ତାହା ବିଷୟରେ ମଧ୍ୟ କହିବାକୁ ଯାଉଛୁ ।

 

୧. ମଥା ମଝିରେ ସିନ୍ଦୁର ଲଗେଇବା ହୋଇଥାଏ ଶୁଭ :

ମାନ୍ୟତା ଅନୁଯାଇ ବିବାହ ପରେ ମହିଳାଙ୍କୁ ମଥା ମଝିରେ ସିନ୍ଦୁର ଲଗେଇବା ବହୁତ ଶୁଭ ହୋଇଥାଏ, ଶାସ୍ତ୍ର ଅନୁଯାଇ ବିବାହିତା ମହିଳା ମଥା ମଝିରେ ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀର ବୟସ ବଢିଥାଏ ଓ ଜୀବନରେ କୌଣସି ପ୍ପ୍ରାକାର ଦୁର୍ଘଟଣା ଘଟି ନଥାଏ ।

୨. ସିନ୍ଦୁର ସ୍ଵାମୀ ଦ୍ଵାରା ଗ୍ରହଣ କରିବା ବହୁତ ଶୁଭ ହୋଇଥାଏ :

ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ କୌଣସି ମହିଳା ଜୀବନରେ ବିବାହ ପରେ ନିଜ ସ୍ଵାମୀ ଦ୍ଵାରା ସିନ୍ଦୁର ଲଗେଇବା ଉଚିତ ଅଟେ କିନ୍ତୁ କୌଣସି ପର୍ବ ପର୍ବାଣିରେ ବିବାହିତ ମହିଳା ମାନେ ସିନ୍ଦୁର ଅନ୍ୟ ମହିଳାଙ୍କୁ ଲଗାଇବା ବହୁତ ଶୁଭ ହୋଇଥାଏ ଯଦି ଆପନାଙ୍କୁ କେହି ସିନ୍ଦୁର ଦାନ କରୁଛି ତେବେ ଆପଣଙ୍କୁ ମଧ୍ୟ ତାଙ୍କୁ ସିନ୍ଦୁର ଲଗାଇବା ଉଚିତ ଏହା ଦ୍ଵାରା ଆପପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

୩. ମଥାରେ ଲମ୍ବା କରି ସିନ୍ଦୁର ଲଗାଇବା :

ମାନ୍ୟତା ଅନୁଯାଇ ଯେଉଁ ସ୍ତ୍ରୀ ନିଜ ମଥାରେ ମାଝି ମଝିଆ ଲମ୍ବା ଓ ଗଭୀର ସିନ୍ଦୁର ଲଗାଇଥାଏ ତା ସ୍ଵାମୀ ଆୟୁ ବଢିବା ସହ ସମାଜରେ ସମ୍ମାନ ପାଇଥାନ୍ତି । ମାଝି ମଥାରେ ସିନ୍ଦୁର ଲଗାଇବା ଦ୍ଵାରା ମହିଳାଙ୍କୁ ସବୁ ପ୍ରକାର ଚିନ୍ତାରୁ ମୁକ୍ତି ମିଳିଥାଏ ଓ ମୁଣ୍ଡ ବିନ୍ଧାରେ ମଧ୍ୟ ଆରାମ ମିଳିଥାଏ ।

 

୪. ସିନ୍ଦୁର ଲଗାଇବା ଶୁଭ ସମୟ :

ମାନ୍ୟତା ଅନୁଯାଇ ସିନ୍ଦୁର ଭଗବାନଙ୍କ ପ୍ରସାଦ ଭଳି ହୋଇଥାଏ ଯାହାକୁ ଆପାନ ଯେତେବେଳେ ଇଛା ଗ୍ରହାନ କରି ପାରିବେ ନାହିଁ । ଆପଣଙ୍କୁ ସକାଳେ ଉଠି ନିତ୍ୟ କର୍ମ ସମାପ୍ତ କରି ସ୍ନାନ କରିବା ଉଚିତ ଓ ସିନ୍ଦୁର ଲଗାଇ ପୂଜା କରିବା ଉଚିତ କେବେ ବି ଅଗାଧୁଆ ସିନ୍ଦୁର ମଥାରେ ଲଗାନ୍ତୁ ନାହିଁ, ଏହା ଛଡା ପୂଜା କରି କିଛି ଖାଇବା ପରେ ସିନ୍ଦୁର ଲଗାଇଲେ ସେହି ସ୍ତ୍ରୀକୁ ଉନ୍ନତି ବରଦାନ ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button