IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ ପାଇଁ କାହା ମନରେ କ’ଣ feelings ରହିଛି, କାହା ମନର କଥା ଜାଣିବା ପାଇଁ ଗୋଟିଏ ନମ୍ବର ବାଛନ୍ତୁ… Tarot card reading

ବନ୍ଧୁଗଣ ଆପଣ ଯଦି କାହାର ମନର କଥା ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣ ଏହି ଟାରୋଟ କାର୍ଡର ରିଡିଂ ଦ୍ଵାରା ଅନ୍ୟର ମନର କଥା ଜାଣିପାରିବେ । ଯେପରି ଆପଣ ଯାହା ବିଷୟରେ ଭାବୁଛନ୍ତି । ସେ ଆପଣଙ୍କ ବିଷୟରେ କ’ଣ ଭାବୁଛନ୍ତି ? ଆପଣଙ୍କ ପ୍ରତି ତାଙ୍କ ମନରେ କଣ ସବୁ ଫିଲିଙ୍ଗ୍ସ ରହିଛି ? ଏହାକୁ ସବୁ ଜାଣିବା ପାଇଁ ଆପଣଙ୍କୁ ଦିଆଯାଇଥିବା 1, 2, 3, 4 ଓ 5 ନମ୍ବର ମଧ୍ୟରୁ କୌଣସି ଗୋଟିଏ ନମ୍ବରକୁ ବାଛି ତାଙ୍କ ମନର କଥା ଜାଣିପାରିବେ । ଯାହା ମନର କଥା ଆପଣ ଜାଣିବାକୁ ଚାହାନ୍ତି । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ଏହି ଟପିକ ଉପରେ ଆଲୋଚନା କରିବା ।

1- ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ଆପଣ ଏକାକୀ ଅଧିକ ସମୟ ବିତେଇବାକୁ ଚାହୁଁଛନ୍ତି । କାରଣ ଏହି ଏକାକୀରେ ଆପଣଙ୍କୁ ଅଧିକ ସୁକୁନ ମିଳୁଛି । କାରଣ ଆପଣଙ୍କ ଜୀବନରେ ବି ବହୁତ ସାରା ପ୍ରୋବ୍ଲେମ ରହିଛି । ହେଲେ ଆପଣଙ୍କ କାମରେ ଆପଣଙ୍କୁ କିଏ ସାଥ୍ ଦେବ କି ନାହିଁ । ସେ କଥା ଆପଣ ଭୁଲି ନିଜ ଲକ୍ଷସ୍ତଳରେ ପହଞ୍ଚିବାକୁ ନିଜେ ମେହନତ କରୁଛନ୍ତି ବୋଲି ଆପଣଙ୍କ ବିଷୟରେ ଏହି ବ୍ୟକ୍ତି ଜଣଙ୍କ ଭାବୁଛନ୍ତି ।

2- ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ଆପଣ ବର୍ତ୍ତମାନ ବହୁତ ଦୁଃଖୀ ହୋଇ ଅଛନ୍ତି । ଆପଣଙ୍କ ମାଇଣ୍ଡରେ ବହୁତ ସାରା ନେଗେଟିଭ ଭାବନା ମଧ୍ୟ ରହିଛି । ଯାହାକୁ ଭାବି ଭାବି ଆପଣ ଥକିଗଲେଣି । ତେଣୁ ଏହି ସମୟରେ ଆପଣଙ୍କୁ କାହାର ସାହାରାରା ଆବଶ୍ୟକ ରହିଛି ବୋଲି ଏହି ବ୍ୟକ୍ତି ଜଣଙ୍କୁ ଆପଣଙ୍କ ବିଷୟରେ ଲାଗୁଛି ।

3- ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ଆପଣଙ୍କୁ ସେ ତାଙ୍କର ସବୁକିଛି ବୋଲି ଭାବନ୍ତି । ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ଲଭ ପାର୍ଟନର ବା ଲାଇଫ ପାର୍ଟନର ହୋଇପାରନ୍ତି । ଜିଏକି ଆପଣଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି ।

4-  ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ଆପଣ ହୁଏତ ଏବେ କୌଣସି ଖରାପ ପରିସ୍ଥିତି ଦେଇ ଗତି କରୁଛନ୍ତି । ଆପଣ ହୁଏତ କୌଣସି ସମସ୍ଯାରେ ଫସି ଯାଇଛନ୍ତି । ନଚେତ ଆପଣଙ୍କ ଉପରେ କାହାର ଖରାପ ନଜର ରହିଛି ବୋଲି ଏହି ବ୍ୟକ୍ତିଙ୍କୁ ଆପଣଙ୍କ ବିଷୟରେ ଏଭଳି କିଛି ଲାଗୁଛି ।

5-  ଆପଣ ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ଆପଣ ଏବେ ନିଜର କୌଣସି ଲକ୍ଷସ୍ତଳରେ ପହଞ୍ଚିବାକୁ ପରିଶରଣ କରୁଛନ୍ତି । ସେଥିପାଇଁ ଭଗବାନଙ୍କୁ ମଧ୍ୟ ଡାକୁଛନ୍ତି । ତେଣୁ ନିଜର କାମ ପୂରଣ ନହେବା ପର୍ଯ୍ୟନ୍ତ ସେହି କାମ ସହ ଜଡିତ କୌଣସି କଥା ମଧ୍ୟ ଆପଣ ବର୍ତ୍ତମାନ ସମୟରେ କାହା ସହ ଆଲୋଚନା କରିବାକୁ ଚାହୁଁନାହାନ୍ତି ବୋଲି ଏହି ବ୍ୟକ୍ତି ଆପଣଙ୍କ ବିଷୟରେ ଏଭଳି କିଛି ଭାବୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button