ରାଜ୍ୟ

୬ କିସ୍ତିରେ ଜାଗା ମିଶନ ଟଙ୍କା: ବିଏମସି – Ibnodisha

[ad_1]

ଭୁବନେଶ୍ୱର: ୬ ମାସରେ ୬ କିସ୍ତିରେ ଦେବାକୁ ପଡିବ ପ୍ରିମିୟମ । ସୂଚନା ଦେଲେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ । ବିଏମସି ଅଫିସରେ ହିତାଧିକାରୀଙ୍କ ଭିଡ ପରେ କମିଶନରଙ୍କ ସୂଚନା ରହିଛି । ଡିମାଣ୍ଡ ନୋଟିସର ୩ ଦିନ ମଧ୍ୟରେ ବିଏମସି ଅଫିସ ଆସିବେ । ୩୨୩ ବର୍ଗଫୁଟ୍ ପାଇଁ ଦେୟ ପଡିବନି ଅଧିକ ହେଲେ ପ୍ରିମିୟମ ।

ସମଗ୍ର ଭାରତକୁ ମଣିପୁର ଓ ହରିୟାଣା ନ କରାଇ ଦେବା ଲାଗି ‘ଇଣ୍ଡିଆ’ ମେଣ୍ଟକୁ ଜିଣିବାକୁ ପଡ଼ିବ: ଏମ୍‌କେ ଷ୍ଟାଲିନ୍‌

The post ୬ କିସ୍ତିରେ ଜାଗା ମିଶନ ଟଙ୍କା: ବିଏମସି appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button