IBN ଓଡ଼ିଶା ବ୍ୟୁରୋ

ଭଗବାନ ବଜରଙ୍ଗୀବାଲୀ କରିଲେ ଅଦ୍ଭୁତ ଚମତ୍କାର ! ଭକ୍ତକୁ ବଞ୍ଚାଇଲେ ନକରାତ୍ମକ ଶକ୍ତି କବଳରୁ…

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମ ରେ ହନୁମାନ ଙ୍କର ବହୁତ ମାନ୍ୟତା ରହିଛି ଏବଂ ଅନେକ ଲୋକ ତାଙ୍କୁ ଭକ୍ତି ଏବଂ ଶ୍ରଦ୍ଧା ର ସହିତ ପୂଜା ମଧ୍ୟ କରନ୍ତି । ସେ ହେଉଛନ୍ତି ଅଞ୍ଜନି ମାତାଙ୍କ ଲାଲ ସେ ସୂର୍ଯ୍ୟ କୁ ମଧ୍ୟ ଗିଳି ଦେଇଥିଲେ ।ସେ ଥିଲେ ଶ୍ରୀ ରାମ ଙ୍କର ବହୁତ ବଡ଼ ଭକ୍ତ ନିକ ଛାତି ଚିରି ଦେଇ ସେ ଶ୍ରୀ ରାମ ଏବଂ ମାତା ସିତାଙ୍କ ବାସ ଦେଖେଇ ଥିଲେ । ତାଙ୍କୁ ଦେଖି କାଳ ଆପେ ଆପେ ପଳାଏ । ତେବେ ଆଜି ଆମେ ହନୁମାନ ଚାଳିସା ପଢିବା ଦ୍ୱାରା କଣ ଚମତ୍କାର ହୋଇଥିଲା ସେ ବିଷୟରେ କହିବୁ । ଯାହାକୁ ଦେଖି ଏବଂ ଶୁଣି ଆପଣ ଙ୍କୁ ମଧ୍ୟ ହନୁମାନ ଙ୍କର ଚମତ୍କାର ଏବଂ ଶକ୍ତି ଉପରେ ଅତୁଟ ବିଶ୍ୱାସ ଆସିଯିବ ଏବଂ ଆପଣ ଏହା ମଧ୍ୟ ବିଶ୍ୱାସ କରିବେ କି ଆଜି ପର୍ଯ୍ୟନ୍ତ ମଧ୍ୟ ହନୁମାନ ବାସ୍ତବରେ ରହିଛନ୍ତି ଏବଂ ଯେତେବେଳେ ବି ନିଜ ଭକ୍ତ ମାନଙ୍କ ଉପରେ ବିପଦ ଆସେ ସେ ସଙ୍ଗେ ସଙ୍ଗେ ତାଙ୍କ ସାହାଯ୍ୟ ପାଇଁ ପହଁଚି ଯାଇ ଥାଆନ୍ତି ।

ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରି ନେବା । ମହାରାଷ୍ଟ୍ର ରେ ପିପଲ ନାମ ରେ ଏକ ଛୋଟ ଗାଁଟି ରହିଛି । ଗାଁର ବାହାରେ ହନୁମାନ ଙ୍କର ଏକ ପ୍ରାଚୀନ ମନ୍ଦିର ରହିଛି । ସେହି ମନ୍ଦିର କୁ ସମସ୍ତେ ହନୁମାନ ଙ୍କ ପୂଜା ପାଇଁ ପ୍ରତିଦିନ ଯାଇଥାଆନ୍ତି ।ତେବେ ଏହି ଗାଁ କୁ ଯିବା ପାଇଁ କୌଣସି ପକ୍କା ସଡକ ନାହିଁ ଏବଂ ଜଙ୍ଗଲ ମଝିରେ ରହିଛି ଏବଂ ଗାଁ ଲୋକ ମାନଂକୁ ହାଇୱେ ଯିବା ପାଇଁ ଜଂଗଲ ରାସ୍ତା ବାଟେ ଯିବାକୁ ପଡ଼ିଥାଏ । ଗାଁ ଲୋକଙ୍କ ଅନୁସାରେ ଏହି ଠାରେ ଅନେକ ଦୁଷ୍ଟ ଶକ୍ତି ର ବାସ ରହିଛି ସେଠାରେ ଏବଂ ଅନେକ ତନ୍ତ୍ର ମନ୍ତ୍ର ମଧ୍ୟ ହୋଇଥାଏ । ସେଥିପାଇଁ ଏହି ଜଙ୍ଗଲ ରେ କେହି ବି ଏକୁଟିଆ ଯାଆନ୍ତି ନାହିଁ ।

ବେଳେବେଳେ ଏହି ରାସ୍ତା ରେ ଯାଉଥିବା ଲୋକଙ୍କ ଉପରେ ଖରାପ ଶକ୍ତି ପଡ଼ିଯାଏ କିନ୍ତୁ ଆତ୍ମା ମାନେ ପିଛା ମଧ୍ୟ କରନ୍ତି । କିନ୍ତୁ ସେମାନେ ଏହି ହନୁମାନ ମନ୍ଦିର ରେ ପହଂଚି ଥାଆନ୍ତି ସେତେବେଳେ ସେହି ଖରାପ ଶକ୍ତି କିମ୍ବା ଆତ୍ମା ତାଙ୍କ ପିଛା କରେ ନାହିଁ ।ସେହି ଗାଁ ର ଜଣେ ବ୍ୟକ୍ତି ଥିଲା ତାର ନାମ ହେଉଛି ମାଧବ ତାଙ୍କ ପରିବାର ର ସମସ୍ତେ ପ୍ରତିଦିନ ହନୁମାନ ମଦିର ଯାଆନ୍ତି ଏବଂ ତାଙ୍କ ପୂଜା ପାଠ କରିଥାନ୍ତି । ଦିନେ ମାଧବ ର ବାପା ଙ୍କୁ ସହର କୁ ଯିବା ପାଇଁ ପଡିଲା ତେଣୁ ସେ ଏକୁଟିଆ ସେହି ଜଙ୍ଗଲ ବାଟେ ଦେଇ ଚାଲି ଗଲେ ଏଵଂ ସନ୍ଧ୍ୟା ରେ ସେହି ବାଟେ ଫେରିଲା ବେଳେ ତାଙ୍କୁ ଏପରି ଅନୁଭବ ହେଲା ଯେପରି କେହି ତାଙ୍କ ପିଛା କରୁଛି ।

ତେଣୁ ସେ ବହୁତ ଶୀଘ୍ର ଶୀଘ୍ର ଚାଲି ନିଜ ଘରେ ପହଂଚି ଗଲେ କିନ୍ତୁ ଘରେ ଯାଇ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇ ଯାଇଥିଲା ଏବଂ ବୈଦ କୁ ଡାକିବାକୁ ପଡିବ । ତେଣୁ ସେ ସେହି ରାତିରେ ଜଙ୍ଗଲ ଦେଇ ବୈଦ ଙ୍କୁ ଆଣିବା ପାଇଁ ଚାଲିଗଲେ ।ସେ ଜଙ୍ଗଲ ରେ ଜୋରରେ ସାଇକେଲ ଚଳାଇ ଯାଉଥିଲା କିନ୍ତୁ ଅଚାନକ ତା ସାଇକେଲ ର ଗତି କମ ହୋଇଗଲା ଯେପରି ତା ସାଇକେଲ ରେ ଆଉ କେହି ବସିଛି ତେବେ ମାଧବ ବହୁତ ଡରିଗଲା ଏବଂ କିଛି ବାଟ ଗଲା ପରେ ତାର ସାଇକେଲ ଚକା ଫାଟିଗଲା।

ଏବଂ ତାକୁ ପଛରୁ କେହି କହିଲା କି- ମୁଁ ତୋତେ ଆଗକୁ ଯିବାକୁ ଦେବି ନାହିଁ ତୋ ବାପା କୁ ଠିକ କରିବା ପାଇଁ ଦେବି ନାହିଁ ତେବେ ମାଧବ କହିଲା କିଏ ତୁମେ ସାମ୍ନା କୁ ଆସ ତେବେ ସେତିକି ବେଳେ ଏକ ଭୟାନକ ଚେହେରା ମାଧବ ସାମ୍ନା କୁ ଡ଼ରେଇଲା ତେବେ ମାଧବ ହନୁମାନ ଙ୍କୁ ସ୍ମରଣ କଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button